ETV Bharat / city

ବିଧାନସଭାରେ ବସିଲା ଗ୍ରନ୍ଥାଗାର କମିଟି ବୈଠକ - ଗ୍ରନ୍ଥାଗାର କମିଟି ବୈଠକ ନ୍ଯୁଜୁ ଭୁବନେଶ୍ବର

ଅନନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବସିଲା ଗ୍ରନ୍ଥାଗାର କମିଟି ବୈଠକ । ଅଧିକ ପଢନ୍ତୁ

ବିଧାନସଭାରେ ବସିଲା ଗ୍ରନ୍ଥାଗାର କମିଟି ବୈଠକ
ବିଧାନସଭାରେ ବସିଲା ଗ୍ରନ୍ଥାଗାର କମିଟି ବୈଠକ
author img

By

Published : May 28, 2022, 12:12 PM IST

ଭୁବନେଶ୍ବର: ବିଧାନସଭାରେ ବସିଲା ଗ୍ରନ୍ଥାଗାର କମିଟି ବୈଠକ । ଗ୍ରନ୍ଥାଗାର ଡିଜିଟାଇଜେସନ ପ୍ରକ୍ରିୟା ହେଲା ଆରମ୍ଭ । ପ୍ରାୟ 70 ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ବସିଛି । ବିଧାୟକ ଅନନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗ୍ରନ୍ଥାଗାର କମିଟି ବୈଠକ ବସିଥିବା ସୂଚନା ।

ବିଧାନସଭାରେ ବସିଲା ଗ୍ରନ୍ଥାଗାର କମିଟି ବୈଠକ

ଗ୍ରନ୍ଥାଗାରର ଉପାଦେୟତା ବହୁତ, ବିଧାୟକମାନେ ମଧ୍ୟ ଅନେକ ଜ୍ଞାନ ଆହରଣ କରିପାରିବେ, କେବଳ ବିଧାୟକ ନୁହନ୍ତି ସମସ୍ତେ ଏହି ସୁବିଧା ନେଇପାରିବେ ବୋଲି ଅଧ୍ୟକ୍ଷ ଅନନ୍ତ ଦାଶ କହିଛନ୍ତି । ପ୍ରାୟ 70 ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ ହୋଇଛି । 3ଟି ସବ-କମିଟି ମଧ୍ୟ କରାଯାଇଛି । 93 ଲକ୍ଷ ବ୍ୟୟରେ ଏକ ନୂତନ ଗ୍ରନ୍ଥାଗାର ନିର୍ମାଣ କରାଯାଉଛି ।

ସଦସ୍ୟମାନେ ନିର୍ମାଣଧୀନ ଗ୍ରନ୍ଥାଗାର ବୁଲି ପରିଦର୍ଶନ କରିଛନ୍ତି । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେବା ପରଠୁ, ଓଡ଼ିଶାରେ ପ୍ରଥମ ବିଧାନସଭା ଗଠନ କରାଯାଇଥିଲା । ଗ୍ରନ୍ଥାଗାର ସେବେଠୁ ପ୍ରତିଷ୍ଠା କରାଯାଇଥିଲା । ସେତେବେଳେ 100 ଟି ପୁସ୍ତକ ଥିଲା ଏବେ ପ୍ରାୟ 70 ହଜାର ପୁସ୍ତକ ରହିଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.