ETV Bharat / city

ଦାମ କହିଲେ, କାହିଁକି ବିରୋଧୀ ଦଳ ନେତା ହେଲେନି ଜୟନାରାୟଣ ?

ବିରୋଧୀ ଦଳ ନେତା ପଦରୁ ବାଦ୍‌ ପଡ଼ିବା ପରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଗଣମାଧ୍ୟମ ସାମ୍ନାରେ ବିଷ ଓଗାଳିଥିଲେ । ସେପେଟେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଦାମୋଦାର ରାଉତ ।

author img

By

Published : Jul 13, 2019, 9:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟ ବିଜେପିରେ ବର୍ତ୍ତମାନ ସବୁକିଛି ଠିକ ଚାଲିନି । ଦଳରେ ଅର୍ନ୍ତଦ୍ବନ୍ଦ୍ବ ବିସ୍ଫୋରଣ ରୂପ ନେଲାଣି । ଯାହା ଏବେ ପଦାରେ ପଡିଛି । ବିରୋଧୀ ଦଳ ନେତା ପଦରୁ ବାଦ୍‌ ପଡ଼ିବା ପରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଗଣମାଧ୍ୟମ ସାମ୍ନାରେ ବିଷ ଓଗାଳିଛନ୍ତି । ସେପେଟେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଦାମୋଦାର ରାଉତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏନେଇ ଦାମ ରାଉତ କହିଛନ୍ତି, ଜୟନାରାୟଣ ମିଶ୍ରଙ୍କ ନାମରେ ଫୌଜଦାରୀ ମକଦ୍ଦମା ରହିଛି । ଯେଉଁ କାରଣରୁ ତାଙ୍କୁ ଦଳ ଚୟନ କରିନାହିଁ । ଏହାସହ ଭାରତୀୟ ଜନତା ପାର୍ଟିରେ ସର୍ବଦା କୌଣସି ନିଷ୍ପତ୍ତି ଶୀର୍ଷ ନେତୃତ୍ବ ନେଇଥାନ୍ତି । ଦଳର ନିଷ୍ପତ୍ତିକୁ ସମାଲୋଚନା କରିବା ଉଚିତ ନୁହେଁ । ପ୍ରଦୀପ ନାୟକ ଉଚ୍ଚ ଶିକ୍ଷତ। ଏହାସହ ତାଙ୍କର ଅଭିଜ୍ଞତା ରହିଛି ।

ଏଠାରେ ସୂଚନାଯୋଗ୍ୟ, ବିଜେପି ବିଧାୟକ ଦଳ ତଥା ବିରୋଧୀ ଦଳ ନେତା ପାଇଁ ଜୟନାରାୟଣ ମିଶ୍ରଙ୍କ ନାମ ଚର୍ଚ୍ଚା ହେଉଥିଲା । କିନ୍ତୁ ଶେଷରେ ପ୍ରଦୀପ ନାୟକ ବିରୋଧୀ ଦଳ ନେତା ହୋଇଥିଲେ ଯାହାକୁ ନେଇ ଜୟନାରାୟଣ ମିଶ୍ର ଅସନ୍ତୋଷ ପ୍ରକାଶ କରିଥିଲେ ।

ଭୁବନେଶ୍ବରରୁ ତାପନ ଦାସ, ଇଟିଭି ଭାରତ

Intro:ରାଜ୍ୟ ବିେଜପି ଭିତର ଅନ୍ତର୍ଦ୍ବନ୍ଦ୍ବ ଭୟଙ୍କର ରୂପ ନେଇ ପଦାକୁ ଆସିଲାଣି। ବିେରାଧୀ ଦଳ ନେତା ପଦରୁ ବାଦ୍‌ ପଡ଼ିବା ପରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଗଣମାଧ୍ୟମ ସାମ୍ନାରେ ବିଷ ଓଗାଳିଛନ୍ତି। ବିେରାଧୀ ଦଳ ନେତା ଚୟନ ପ୍ରସଙ୍ଗରେ ତାଙ୍କ ବିେରାଧରେ େଯ ଷଡଯନ୍ତ୍ର ହୋଇଥିବା କହିଥିଲେ ଜୟନାରାୟଣ । ତେବେ କିଏ ତାଙ୍କ ବିେରାଧରେ ଷଡଯନ୍ତ୍ର କରିଛନ୍ତି, ସେ କଥା ଖୋଲି କହିନାହାନ୍ତି। ଅନ୍ୟପଟରେ ରାଜ୍ୟସଭା ଘଟଣାରେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ କେଉଁ ସ୍ବାର୍ଥରେ ବିଜେଡି ସମର୍ଥନ କଲା, ତାହା ସାମ୍ନାକୁ ଆସିବା ଦରକାର େବାଲି ପରୋକ୍ଷରେ ସୂଚାଇଛନ୍ତି। ଜୟନାରାୟଣଙ୍କ ଏଭଳି ମନ୍ତବ୍ୟ ଆଜି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। । Body:ତାଙ୍କୁ ବିରୋଧୀ ନେତା ହେବାରେ କିଏ ବାଧା ଦେଲା ଆଉ ଶେଷ ମୁହୂର୍ତ୍ତରେ ଆସିଥିବା ଏ ନିଷ୍ପତ୍ତିର ନିୟନ୍ତା କିଏ ବୋଲି ଜୟନାରାୟଣ ବୁଲେଇ ବଙ୍କେଇ ପ୍ରଶ୍ନ କରିଛନ୍ତି। ।Conclusion:ଯାହାକୁ ନେଇ ବରିଷ୍ଠ ବିଜେପି ନେତା ଦାମୋଦର ରାଉତ କହିଛନ୍ତି ଯେ ଜୟନାରାୟଣ ମିଶ୍ର ଙ୍କ ନାମରେ ପୈଜଦାରୀ ମକଦମା ରହିଛି ସମିତି ଭାବି ହୁଏତ କରିନଥାଇ ପାରିଥାନ୍ତି । ,ଭାରତୀୟ ଜନତା ପାର୍ଟି ଶିର୍ଷ ନେତୃତ୍ବ ବାଛିଛନ୍ତି।ମୋ ର ସେ ଉପରେଆପତି ନାହିଁ ।ଦଳର ନିଷ୍ପତ୍ତି ସମାଲୋଚନା କରିବା ଉଚିତ ନୁହେଁ ।ପ୍ରଦୀପ ନାୟକ ଉଛଶିକ୍ଷତ ବ୍ୟକ୍ତି ,ଅଭିଞ୍ଜତା ରହିଛି ହେଲେ ବିରୋଧୀ ଦଳ ନେତା ହେବା ପାଇଁ ଦକ୍ଷତା ପ୍ରକଟ କରିପାରୁନାହାନ୍ତି ବୋଲି ଦାମ କହିଛନ୍ତି ।
ସୂଚନା ଅନୁସାରେ ବିଜେପି ବିଧାୟକ ଦଳ ତଥା ବିରୋଧୀ ଦଳ ନେତା ପାଇଁ ଜୟନାରାୟଣ ମିଶ୍ର ଙ୍କ ନାମ ଚର୍ଛା ହେଉଥିଲା ।କିନ୍ତୁ ଶେଷରେ ପ୍ରଦୀପ ନାୟକ ବିରୋଧୀ ଦଳ ନେତା ହୋଇଥିଲେ ଯାହାକୁ ନେଇ ଜୟନାରାୟଣ ମିଶ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.