ETV Bharat / city

ଟ୍ବିନ ସିଟିରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ: 3 ବର୍ଷରେ 50 କୋଟିରୁ ଊର୍ଦ୍ଧ୍ବ ଜୋରିମାନା ଆଦାୟ

author img

By

Published : Mar 22, 2021, 1:28 PM IST

ଅମାନିଆ ଗଣିଲେ ତଣ୍ଡ । କଟକ ଭୁବନେଶ୍ବରରୁ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ମାମଲାରେ ଗତ ତିନି ବର୍ଷ 2018,2019 ଓ 2020ରେ ମୋଟ 50 କୋଟି 64 ଲକ୍ଷ 60 ହଜାର 658 ଟଙ୍କା ଆଦାୟ କରାଯାଇଛି । ଅଧିକ ପଢନ୍ତୁ...

_ last 3 years traffic fine collection in twin city 50 corers
ଟ୍ବିନ ସିଟିରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ, ଅମାନିଆ ଗଣିଲେ 50 କୋଟିରୁ ଉର୍ଦ୍ଦ୍ବ ତଣ୍ଡ

ଭୁବନେଶ୍ବର: ଟ୍ରାଫିକ ନିୟମ ଉଲ୍ଲଙ୍ଘନ ମାମଲାରେ ଜୋରିମାନା ଅର୍ଥକୁ ନେଇ ବିଧାନସଭାରରେ ଏକ ତାରକା ପ୍ରଶ୍ନ କରିଛନ୍ତି କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ । ଟ୍ରାଫିକ ନିୟମ ଉଲ୍ଲଙ୍ଘନ ମାମଲାରେ ବିଗତ ତିନି ବର୍ଷରେ ଟ୍ବିନ ସିଟିରେ କେତେ ଅର୍ଥ ଆଦାୟ ହୋଇଛି । ଏହି ଜୋରିମାନା ଅର୍ଥ କେଉଁ କାର୍ଯ୍ୟରେ ବ୍ୟବହାର କରାଯାଉଛି ବୋଲି ଜାଣିବାକୁ ଚାହିଁଥିଲେ ବିଧାୟକ ।

ଉତ୍ତରରେ ବିଭାଗୀୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତ, ବିଗତ 3 ବର୍ଷରେ କଟକ-ଭୁବନେଶ୍ୱରୁ 2018-2019 2019-2020, 2020-2021 ବର୍ଷରେ ମୋଟ 50 କୋଟି 64 ଲକ୍ଷ 60 ହଜାର 658 ଟଙ୍କା ଆଦାୟ ହୋଇଛି । ଏହି ଜୋରମାନା ଅର୍ଥ କୌଣସି କାର୍ଯ୍ୟରେ ବିନିଯୋଗ କରାଯାଇନାହିଁ ବୋଲି ଗୃହରେ ଗୃହରାଷ୍ଟ୍ରମନ୍ତ୍ରୀ ଉତ୍ତର ରଖିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.