ETV Bharat / city

ମୋ ସରକାର ଅଧିନକୁ ଆସିଲା ଶ୍ରମ ବିଭାଗ

ମୋ ସରକାର ଅଧିନକୁ ଆସିଲା ଶ୍ରମ ବିଭାଗ । ଏଣିକି ବିଭଗର ସମସ୍ତ କାର୍ଯ୍ୟକ୍ରମ ମୋ ସରକାର ମାଧ୍ୟମରେ ହେବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Naveen
Naveen
author img

By

Published : Jan 29, 2020, 9:54 PM IST

ଭୁବନେଶ୍ବର: ମୋ ସରକାରରେ ଅଧିନକୁ ଆସିଲା ଆଉ ଏକ ବିଭାଗ । ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ୫ଟି ସଚିବ ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଶ୍ରମ ବିଭାଗର ଅଧିକାରୀଙ୍କୁ ମୋ ସରକାର ବିଷୟରେ ବୁଝାଇଛନ୍ତି । ଲୋକଙ୍କ ମତାମତ ଆଧାରରେ ଯେଉଁ ଅଧିକାରୀମାନେ ଭଲ କାର୍ଯ୍ୟ କରିଥିବେ ସେମାନଙ୍କୁ ସରକାର ପ୍ରଶଂସା ସହ ପଦନ୍ନୋତି ଦେବେ ।

ମୋ ସରକାର ଅଧିନକୁ ଆସିଲା ଶ୍ରମ ବିଭାଗ

ସୂଚନା ଅନୁସାରେ, ଶ୍ରମ ବିଭାଗର ‘ଅଫିସ ଅଫ ଦ ଲେବର କମିସନ’ ଡାଇରେକ୍ଟର ଅଫ ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର ଏବଂ ଡାଇରେକ୍ଟର ଅଫ ଇଏସଆଇ ସହ ଏହି ସବୁ ବିଭାଗ ଅଧୀନରେ ଥିବା ୩୨ଟି ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟ, ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର ବିଭାଗର ୧୬ଟି ଆଞ୍ଚଳିକ କାର୍ଯ୍ୟାଳୟ ଓ ଇଏସଆଇର ୪ଟି ଡାକ୍ତରଖାନା ଏଥିରେ ସାମିଲ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ନିମାର୍ଣ ଶ୍ରମିକ କଲ୍ୟାଣ ଯୋଜନାରେ ଥିବା ୫ଟି ସେବା ସାମିଲ କରାଯିବ । ଏହି ଅବସରରେ ଶ୍ରମ ସଚିବ ଓ ଶ୍ରମ ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:

ମୋ ସରକାର ରେ ଯୋଡି ହେଲା ଆଉ ଏକ ବିଭାଗ ।ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି।ଏହି ଅବସରରେ ୫ଟି ସଚିବ ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଶ୍ରମ ବିଭାଗର ଅଧିକାରୀ ଙ୍କ ସହ ମୋ ସରକାର ବିଷୟରେ ଅଧିକାରୀ ଙ୍କୁ ବୁଝାଇଛନ୍ତି ।ମୋ ସରକାର ଫଣ୍ଡା ।ଲୋକଙ୍କ ମତାମତ ଆଧାରରେ ଯେଉଁ ଅଧିକାରୀ ମାନେ ଭଲ କାର୍ଯ୍ୟ କରିଥିବେ ସେମାନଙ୍କୁ ସରକାର ପ୍ରଶଂସା ସହ ପଦନ୍ନୋତି ଦେବେ ।।

Body:ସୂଚନା ଅନୁସାରେେ ଶ୍ରମ ବିଭାଗର ଅଫିସ ଅଫ୍ ଦ ଲେବର କମିସନ୍ , ଡାଇରେକ୍ଟର ଅଫ ଫ୍ୟାକ୍ଟ୍ରରୀ ଆଣ୍ଡ ବ୍ରଏଲର ଏବଂ ଡାଇରେକ୍ଟର ଅଫ ଇଏସଆଇ । ଏଥି ସହ ଏହି ସବୁ ବିଭାଗ ଅଧୀନରେ ଥିବା ୩୨ଟି ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟ, ଫ୍ୟାକ୍ଟ୍ରରୀ ଆଣ୍ଡ ବ୍ରଏଲର ବିଭାଗର ୧୬ଟି ଆଞ୍ଚଳିକ କାର୍ଯ୍ୟାଳୟ ଓ ଇଏସଆଇର ୪ଟି ଡାକ୍ତରଖାନା ଏଥିରେ ସାମିଲ ହେଲା ।Conclusion:ପ୍ରଥମ ପର୍ଯ୍ୟାୟରେ ନିମାର୍ଣ ଶ୍ରମିକ କଲ୍ୟାଣ ଯୋଜନାରେ ଥିବା ୫ଟି ସେବା ସାମିଲ କରାଯିବ ।ଏହି ଅବସରରେ ଶ୍ରମ ସଚିବ ଓ ଶ୍ରମ ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.