ଭୁବନେଶ୍ବର: କିଛି ଦିନ ଧରି ପନିପରିବା ଦରରେ ଅହେତୁକ ବୃଦ୍ଧି ଗରିବଠୁ ମଧ୍ୟବିତ୍ତ ସମସ୍ତଙ୍କୁ ପ୍ରଭାବିତ କରୁଛି । ବଜାରକୁ ଗଲେ ପକେଟ ଖାଲି ହେଉଛି ହେଲେ ପରିବାରରେ ଭର୍ତ୍ତି ହେଉନି ବ୍ୟାଗ୍ । ଦର ଦେଖି ଗ୍ରାହକ କେଜି ବଦଳରେ ୨୫୦ ଗ୍ରାମ ପରିବା ଆଣୁଛନ୍ତି । ବିଶେଷକରି ଅଧିକ ବ୍ୟବହୃତ ହେଉଥିବା ଟମାଟୋ ଦର ଚିନ୍ତା ବଢାଇଥିଲା ମାତ୍ର ବର୍ତ୍ତମାନ ଦର କମିଛି । ଦେଲେ ବାକି ପରିବା ଉଚ୍ଚାଦର ରହିଛି । ରାଜ୍ୟର ପ୍ରମୁଖ ସହରରେ ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?
Vegetable Price: ଜାଣନ୍ତୁ କେଉଁ ସହରରେ କେତେ ରହିଛି ପରିବା ଦର - ପରିବା ଦର
ରାଜ୍ୟର ପ୍ରମୁଖ ସହରରେ ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?