ETV Bharat / city

ଖୋଲିଲା ଖଣ୍ଡଗିରି ଅନିଲ ଜେନା ହତ୍ୟାକାଣ୍ଡ ଗୁମର: ଦୁଇ ଅଭିଯୁକ୍ତ ଗିରଫ

author img

By

Published : Dec 24, 2019, 2:51 PM IST

ଖଣ୍ଡଗିରି ଅନିଲ ଜେନା ହତ୍ୟାକାଣ୍ଡର ମୁଖ୍ୟ ଆସାମି ବାପି ଓ ହାପି ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ। ଅଧିକ ପଢନ୍ତୁ...

ଖୋଲିଲା ଖଣ୍ଡଗିରି ଅନିଲ ଜେନା ହତ୍ୟାକାଣ୍ଡ ଗୁମର: ଦୁଇ ଅଭିଯୁକ୍ତ ଗିରଫ
ଖୋଲିଲା ଖଣ୍ଡଗିରି ଅନିଲ ଜେନା ହତ୍ୟାକାଣ୍ଡ ଗୁମର: ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଖୋଲିଲା ହତ୍ୟାକାଣ୍ଡର ଗୁମର। ଖଣ୍ଡଗିରି ଅନିଲ ଜେନା ହତ୍ୟାକାଣ୍ଡର ଖୁଲାସା କଲା ପୋଲିସ ।

ତେବେ ଖଣ୍ଡଗିରି ଅନିଲ ଜେନା ହତ୍ୟାକାଣ୍ଡର ମୁଖ୍ୟ ଆସାମି ବାପି ଓ ହାପି ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ। ଜମିଜମା ବିବାଦକୁ ନେଇ ହତ୍ୟା କରିଥିଲେ ଏହି ଦୁଇ ଅଭିଯୁକ୍ତ ।

ଗତ ନଭେମ୍ବର 7 ତାରିଖରେ ଗୁଳି କରି ହତ୍ୟା କରିଥିଲେ ଅଭିଯୁକ୍ତ। ଅନ୍ୟପଟେ ହତ୍ୟାକାଣ୍ଡର ଅନ୍ୟ 3 ଅଭିଯୁକ୍ତ ଏବେବି ଫେରାର ଅଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଖଣ୍ଡଗିରି ଅନିଲ ଜେନା ହତ୍ଯାକାଣ୍ଡର ଖୁଲାସା।Body:ଖଣ୍ଡଗିରି ଅନିଲ ଜେନା ହତ୍ଯାକାଣ୍ଡର ଖୁଲାସା।ହତ୍ଯାକାଣ୍ଡର ମୁଖ୍ଯ ଆସାମି ବାପି ଓ ହାପି ଗିରଫ।ଅଭିଯୁକ୍ତ ଙ୍କୁ ଗିରଫ ପରେ କୋର୍ଟ ଚାଲାଣ।ଜମି ଜମା ବିବାଦ କୁ ନେଇ ନେଇଥିଲେ ଜିବନ।ଗତ ନଭେମ୍ବର ୭ ତାରିଖରେ ଗୁଳି କରି ହତ୍ଯା କରିଥିଲେ ଅଭିଯୁକ୍ତ।ହତ୍ଯାକାଣ୍ଡରେ ଏବେବି ଫେରାର ଅନ୍ଯ ଅଭିଯୁକ୍ତ।୩ଜଣ କରିଥିଲେ ହତ୍ଯାକାଣ୍ଡରେ ସହଯୋଗ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.