ଭୁବନେଶ୍ବର: ଖଲ୍ଲିକୋଟ ବିଶ୍ବବିଦ୍ୟାଳୟକୁ ମିଳିଛି ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା । ଏନେଇ ବିଦ୍ଧବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟକୁ କ୍ଲଷ୍ଟର ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଥିଲା । ତେବେ ଅଧିକ ଗବେଷଣା ସାଙ୍ଗକୁ ଶିକ୍ଷାର ମାନ ବୃଦ୍ଧି ପାଇ ଉଚ୍ଚ ଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି ।
![khalikota university](https://etvbharatimages.akamaized.net/etvbharat/prod-images/ofbbs-4-unitaryuniversity-avo-7205239_27022020131813_2702f_1582789693_291.jpg)
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ