ETV Bharat / city

କେସିଙ୍ଗା ROB 4 ଲେନ ସଡକ ପ୍ରକଳ୍ପକୁ ମଞ୍ଜୁରୀ, ଖର୍ଚ୍ଚ ହେବ 324 କୋଟି

କେସିଙ୍ଗା ଆରଓବି 4 ଲେନ ସଡକ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରି ମିଳିଛି । ଏଥିପାଇଁ ଖର୍ଚ୍ଚ ହେବ 324.09 କୋଟି ଟଙ୍କା । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ । ଅଧିକ ପଢନ୍ତୁ

ନୀତିନ ଗଡକରୀ
ନୀତିନ ଗଡକରୀ
author img

By

Published : Dec 15, 2021, 10:04 PM IST

ଭୁବନେଶ୍ବର: କେସିଙ୍ଗା ଆରଓବି (Kesinga ROB) 4 ଲେନ ସଡକ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରି ମିଳିଛି । ଏଥିପାଇଁ ଖର୍ଚ୍ଚ ହେବ 324.09 କୋଟି ଟଙ୍କା । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ (Minister of Road Transport & Highways Nitin Gadkari) ।

କେନ୍ଦ୍ର ସରକାର କେସିଙ୍ଗା ଆରଓବି(ROB) 4 ଲେନ ସଡକ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି । କଳାହାଣ୍ଡି ଜିଲ୍ଲା କେସିଙ୍ଗାର 201 ନମ୍ବର ଜାତୀୟ ରାଜପଥ (ବର୍ତ୍ତମାନର ଜାତୀୟ ରାଜପଥ ସଂଖ୍ୟା 26) ର 176 କିମି ଠାରେ ଲେଭେଲ କ୍ରସିଂ ସଂଖ୍ୟା ଆରଭି-172 ପାଇଁ ଭୂମି ଅଧିଗ୍ରହଣକୁ ମଧ୍ୟ ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପ ପାଇଁ 324.09 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏନେଇ ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.