ETV Bharat / city

କେନ୍ଦ୍ରାପଡା ବିଜେଡି ନେତାଙ୍କ ଅସଦାଚରଣ ପ୍ରସଙ୍ଗ, ନିନ୍ଦା କଲା କଂଗ୍ରେସ - ବିଜେଡି ନେତାଙ୍କ ଅସଦାଚରଣ ପ୍ରସଙ୍ଗ

କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ବ୍ୟାଙ୍କ ସଭାପତି ମହିଳାଙ୍କୁ ଅସଦାଚରଣ କରିବା ଘଟଣାକୁ କଡ଼ା ନିନ୍ଦା କରିଛି ରାଜ୍ୟ କଂଗ୍ରେସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 30, 2019, 3:58 AM IST

ଭୁବନେଶ୍ବର: କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ବ୍ୟାଙ୍କ ସଭାପତି ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକଙ୍କ ମହିଳାଙ୍କୁ ଅସଦାଚରଣ ଘଟଣାକୁ ନିନ୍ଦା କରିଛି ରାଜ୍ୟ କଂଗ୍ରେସ । ଯେଉଁଭଳି ଭାବରେ ବ୍ୟାଙ୍କର ମହିଳା କର୍ମଚାରୀଙ୍କ ପ୍ରତି ଅସଦାଚରଣ କରିଛନ୍ତି ତାକୁ ଦଳର ନେତ୍ରୀ ମିଲି ପଣ୍ଡା କଡ଼ା ଭାଷାରେ ନିନ୍ଦା କରିଛନ୍ତି ।

କେନ୍ଦ୍ରାପଡା ବିଜେଡି ନେତାଙ୍କ ଅସଦାଚରଣ ପ୍ରସଙ୍ଗ, ନିନ୍ଦା କଲା କଂଗ୍ରେସ

ସିଧାସଳଖ ବିଜେଡି ନେତାଙ୍କ ସମ୍ପୃକ୍ତି ଥିଲେ ବି କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହଁ ବୋଲି ଦଳ ପ୍ରଶ୍ନ କରିଛି । ନିଜ ଦଳର ନେତା ଓ କର୍ମୀଙ୍କ ପାଇଁ କାହିଁକି 5T ଲାଗୁ ହେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଦଳର ନେତ୍ରୀ । ଏହାକୁ ଲଜ୍ୟାଜନକ କହିବା ସହିତ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ମିଲି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କେନ୍ଦ୍ରାପଡା କ୍ରେଡି ଟ କୋଅପରାଏଟିଭ ବ୍ୟାଙ୍କ ସଭାପତି ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଯେଉଁଭଳି ଭାବରେ ବ୍ୟାଙ୍କର ମହିଳା କର୍ମଚାରୀଙ୍କ ପ୍ରତି ଅସଦାଚରଣ କରିଛନ୍ତି ତାକୁ କଂଗ୍ରେସ ଦଳ ନିନ୍ଦା କରିଛି। ସିଧାସଳଖ ବିଜେଡି ନେତାଙ୍କ ସମ୍ପୃକ୍ତି ଥିଲେ ବି କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହଁ ବୋଲି ଦଳ ପ୍ରଶ୍ନ କରିଛି। ନିଜ ଦଳର ନେତା ଓ କର୍ମୀଙ୍କ ପାଇଁ କାହିଁକି 5ଟି ଲାଗୁ ହେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଦଳର ନେତ୍ରୀ। ଏହାକୁ ଲାଜ୍ଯଜନ କ କହିବା ସହିତ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲିଣ୍ଡବି ହୋଇହଁଚି।

Body:ମିଲି ପଣ୍ଡା, କଂଗ୍ରେସ ନେତ୍ରୀ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.