ETV Bharat / city

ଜମୁଛି ଛାଡଖାଇ ଭିଡ: ମଟନ,ଚିକେନ ଓ ମାଛ ବିକ୍ରି ଜୋରଦାର - ଭୁବନେଶ୍ବର ଖବର

ଛାଡ ଖାଇରେ ଆମିଷ ଭକ୍ଷଣ,ମାର୍କେଟ ରେ ବିଭିନ୍ନ ପ୍ରକାରର ମାଛ ବିକ୍ରି ଜୋରଦାର ହେଉଛି। ମଟନ ଓ ଚିକେନର ଦର ଅଧିକା ଥିଲେ ମଧ୍ୟ ଗ୍ରାହକ ପଛ ଘୁଞ୍ଚା ଦେଉନାହାଁନ୍ତି। କାରଣ ଦୀର୍ଘ ମାସକର ବ୍ୟବଧାନ ପରେ ପାଟିରେ ଟିକେ ଆମିଷ ଗନ୍ଧ ବାଜିବ। ଅଧିକ ପଢନ୍ତୁ...

ଜମୁଛି ଛାଡ ଖାଇ ଭିଡ: ମଟନ,ଚିକେନ ଓ ମାଛ ବିକ୍ରି ଜୋରଦାର

author img

By

Published : Dec 2, 2020, 11:57 AM IST

ଭୁବନେଶ୍ବର: ସରିଯାଇଛି ଚଳିତ ବର୍ଷର ପୂଣ୍ୟ ମାସ କାର୍ତ୍ତିକ। ହବିଷ୍ୟାଳୀ ଓ ବତ୍ରଧାରୀ ମାନେ ଦୀର୍ଘ ୧ ମାସ ଧରି ଆମିଷ ବର୍ଜନ କରିଥିଲେ। ତେବେ ମାସେ ପରେ ଏବେ ଆସିଛି ଛାଡ ଖାଇ ପାଳି। ଅର୍ଥାତ୍ ମାସେ ଧରି ଛାଡିଥିବା ସମସ୍ତ ଖାଦ୍ୟକୁ ଏହିଦିନ ଭକ୍ଷଣ କରାଯାଏ ।

ଜମୁଛି ଛାଡ ଖାଇ ଭିଡ: ମଟନ,ଚିକେନ ଓ ମାଛ ବିକ୍ରି ଜୋରଦାର

ଗତକାଲି ଛାଡଖାଇ ପଡିଥିବା ବେଳେ ଆମିଷ ବାରି ନଥିଲା। ଯେଉଁଥି ପାଇଁ ସାଧା ସାଧାରେ ଦିନ ବିତିବା ସହ ବଜାରରେ ଭିଡ ଜମିନଥିଲା। ଆଜି ହେଉଛି ବୁଧବାର ତଥା ଅସଲି ଛାଡ ଖାଇ। ଯେଉଁଥି ପାଇଁ ଛାଡଖାଇ ବଜାରରେ ଲାଗିଛି ନିଆଁ।

ଛାଡ ଖାଇରେ ଆମିଷ ଭକ୍ଷଣ ,ମାର୍କେଟ ରେ ବିଭିନ୍ନ ପ୍ରକାରର ମାଛ ବିକ୍ରି ଜୋରଦାର ହେଉଛି। ମଟନ ଓ ଚିକେନର ଦର ଅଧିକା ଥିଲେ ମଧ୍ୟ ଗ୍ରାହକ ପଛ ଘୁଞ୍ଚା ଦେଉନାହାଁନ୍ତି। କାରଣ ଦୀର୍ଘ ମାସକର ବ୍ୟବଧାନ ପରେ ପାଟିରେ ଟିକେ ଆମିଷ ଗନ୍ଧ ବାଜିବ। ଏନେଇ ଆମ ସମ୍ବାଦଦାତା ଭୁବନେଶ୍ବରର ଫେମସ ମାଛ ମାର୍କେଟ ୟୁନିଟ ୪ରେ ପହଁଞ୍ଚିଥିଲେ। ଯେଉଁଠି ଲୋକଙ୍କ ଖଚାଖଚ ଭିଡ ଜମିଥିଲା।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.