ETV Bharat / city

ଲୁହାପଥର ଖଣି ନିଲାମ, JSW ହାତରେ ସର୍ବାଧିକ - mines auction

ନୂଆଗାଁ ମାଇନ୍ସ ଏବଂ ନାରାୟଣପୋଷୀ ମାଇନ୍ସ ପରି ଗୁରୁତ୍ବପୂର୍ଣ୍ଣ ଲୁହାପଥର ଖଣି ପରେ ସୁନ୍ଦରଗଡ଼ ଜିଲ୍ଲାର ଗନୁଆ ଲୁହାପଥର ଖଣିକୁ ନିଲାମ ପ୍ରକ୍ରିୟାରେ ଅକ୍ତିଆର କରିପାରିଛି ଡେଏସଡବ୍ଲ୍ୟୁ । ଅଧିକ ପଢନ୍ତୁ...

aa
ଲୁହାପଥର ଖଣି ନିଲାମ, JSW ହାତରେ ସର୍ବାଧିକ
author img

By

Published : Feb 5, 2020, 11:47 PM IST

ଭୁବନେଶ୍ବର: ଜେଏସଡବ୍ଲୁ ହାତରେ ଓଡ଼ିଶାର 4 ଲୁହାପଥର ଖଣି । ନୂଆଗାଁ ମାଇନ୍ସ ଏବଂ ନାରାୟଣପୋଷୀ ମାଇନ୍ସ ପରି ଗୁରୁତ୍ବପୂର୍ଣ୍ଣ ଲୁହାପଥର ଖଣି ପରେ ସୁନ୍ଦରଗଡ଼ ଜିଲ୍ଲାର ଗନୁଆ ଲୁହାପଥର ଖଣିକୁ ନିଲାମ ପ୍ରକ୍ରିୟାରେ ଅକ୍ତିଆର କରିପାରିଛି ଡେଏସଡବ୍ଲ୍ୟୁ ।

ଜେଏସଡବ୍ଲ୍ୟୁ ଖଣି ବିକ୍ରି ମୂଲ୍ୟର ୧୩୨ ପ୍ରତିଶତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରି ଏହି ଖଣି ହାସଲ କରିପାରିଛି । ଗନୁଆ ଲୁହାପଥର ଖଣିରେ ଆନୁମାନିକ ୧୧୮.୯୨ ମିଲିୟନ ଟନର ଖଣିଜ ପଦାର୍ଥ ଗଚ୍ଛିତ ରହିଛି । ଏହି ଖଣି ଆବଣ୍ଟନ ପ୍ରକ୍ରିୟାରେ ଜେଏସଡବ୍ଲ୍ୟୁ ବ୍ୟତୀତ କମଲଜିତ ସିଂହ ଆହଲୁୱାଲିଆ, ରୁଙ୍ଗଟା ମାଇନ୍ସ ଲିମିଟେଡ, ଶ୍ୟାମ ଷ୍ଟିଲ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଏବଂ ଅମଲଗାମ ଷ୍ଟିଲ୍ ଏଣ୍ଡ ପାୱାର ଲିମଟେଡ ପରି କମ୍ପାନୀ ଗୁଡିକ ପ୍ରତିଦ୍ବନ୍ଦିତା କରିଥିଲେ । ଏହାକୁ ମିଶାଇ ମୋଟ 5 ଟି ଖଣିର ନିଲାମ ହୋଇଛି ।

ଜେଏସଡବ୍ଲ୍ୟୁ ବ୍ୟତୀତ ଆରସେଲର ମିତ୍ତଲ ଠାକୁରାଣୀ ମାଇନ୍ସ ଓ ସିରାଜୁଦ୍ଦିନ ବଲଦା ମାଇନ୍ସ ହାସଲ କରିଛି।

ଭୁବନେଶ୍ବରରେ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଜେଏସଡବ୍ଲୁ ହାତରେ ଓଡ଼ିଶାର 3 ଲୁହାପଥର ଖଣି। ନୂଆଗାଁ ମାଇନ୍ସ ଏବଂ ନାରାୟଣପୋଷୀ ମାଇନ୍ସ ପରି ଗୁରୁତ୍ୱପୂର୍ଣ୍ଣ ଲୁହାପଥର ଖଣି ପରେ ସୁନ୍ଦରଗଡ଼ ଜିଲ୍ଲାର ଗନୁଆ ଲୁହାପଥର ଖଣିକୁ ନିଲାମ ପ୍ରକ୍ରିୟାରେ ଅକ୍ତିଆର କରିପାରିଛି । ଜେଏସଡ଼ବ୍ଲ୍ୟୁ ଖଣି ବିକ୍ରିମୂଲ୍ୟର ୧୩୨ ପ୍ରତିଶତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତିି ଗ୍ରହଣ କରି ଏହି ଖଣି ହାସଲ କରିପାରିଛି ।
ଗନୁଆ ଲୁହାପଥର ଖଣିରେ ଆନୁମାନିକ ୧୧୮.୯୨ ମିଲିୟନ ଟନର ଖଣିଜ ପଦାର୍ଥ ଗଚ୍ଛିତ ରହିଛି ।
ଏହି ଖଣି ଆବଣ୍ଟନ ପ୍ରକ୍ରିୟାରେ ଜେଏସଡ଼ବ୍ଲ୍ୟୁ ବ୍ୟତୀତ କମଲଜିତ ସିଂହ ଆହଲୁୱାଲିଆ, ରୁଙ୍ଗଟା ମାଇନ୍ସ ଲିଃ, ଶ୍ୟାମ ଷ୍ଟିଲ୍ ଇଣ୍ଡଷ୍ଟ୍ରିଜ୍ ଲିଃ ଏବଂ ଅମଲଗାମ ଷ୍ଟିଲ୍ ଏଣ୍ଡ ପାୱାର ଲିଃ ପରି କମ୍ପାନୀ ଗୁଡ଼ିକ ପ୍ରତିଦ୍ୱନ୍ଦିତା କରିଥିଲେ ।

ଏହାକୁ ମିଶାଇ ମୋଟ 5ଟି ଖଣିର ନିଲାମ ହୋଇଛି। ଜେଏସଡବ୍ଲୁ ବ୍ୟତୀତ ଆରସେଲର ମିତ୍ତଲ ଠାକୁରାଣୀ ମାଇନ୍ସ ଓ ସିରାଜୁଦ୍ଦିନ ବଲଦା ମାଇନ୍ସ ହାସଲ କରିଛି। ଏବେ ନିଲାମ ପ୍ରକ୍ରିୟା ଜାରି ରହିଛି।Body:KConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.