ETV Bharat / city

ସାମ୍ବାଦିକ ନେଲେ କୋରୋନା ଟିକା - oodisha Journalists

ଆଜିଠୁ ଆରମ୍ଭ ହେଲା କୋରୋନା ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ । ଭୁବନେଶ୍ବର ଯାତ୍ରୀ ନିବାସରେ ସାମ୍ବାଦିକ ମାନଙ୍କୁ ଟୀକାକରଣ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ସାମ୍ବାଦିକ ନେଲେ କୋରୋନା ଟିକା
ସାମ୍ବାଦିକ ନେଲେ କୋରୋନା ଟିକା
author img

By

Published : May 3, 2021, 2:51 PM IST

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । ଆଜିଠୁ ଆରମ୍ଭ ହେଲା କୋରୋନା ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ । ଭୁବନେଶ୍ବର ଯାତ୍ରୀ ନିବାସରେ ସାମ୍ବାଦିକ ମାନଙ୍କୁ ଟୀକାକରଣ ଆରମ୍ଭ ହୋଇଛି । ଆଜି (ସୋମବାର) ଭୁବନେଶ୍ବରରେ ଯାତ୍ରୀ ନିବାସରେ ବିଏମସି ପକ୍ଷରୁ 100ଜଣ ସାମ୍ବାଦିକଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା ହୋଇଛି ।

ସାମ୍ବାଦିକ ନେଲେ କୋରୋନା ଟିକା

ଦିନ ୧୧ଟା ରୁ ୨ଟା ପର୍ଯ୍ୟନ୍ତ ୧୮ ବର୍ଷରୁ ୪୪ ବର୍ଷ ବୟସ ସାମ୍ବାଦିକ ଟିକା ନେବେ । ଆଜିଠୁ ପ୍ରତିଦିନ ୧୦୦ ଜଣ 44ବର୍ଷ ମଧ୍ୟରେ ଏବଂ 50 ଜଣ ୪୫ ବର୍ଷରୁ ଉର୍ଦ୍ଧ୍ବ ସାମ୍ବାଦିକ ମାନେ ଅପରାହ୍ନ 3ଟାରୁ 5ଟା ମଧ୍ୟରେ ଟିକା ନେଇପାରିବେ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଥିଲେ ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.