ETV Bharat / city

ଆତ୍ମାହୁତି ଦେବେନି ବିଧାୟକ ସୁର ରାଉତରାୟ - ଜାନୁୟାରୀ  27

ବିଧାୟକ ସୁର ରାଉତରାୟ ଆତ୍ମାହୂତି ନଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ :

Jatani mla
Jatani mla
author img

By

Published : Jan 9, 2020, 11:23 PM IST

Updated : Jan 9, 2020, 11:58 PM IST

ଭୁବନେଳଶ୍ବର: ଜାନୁୟାରୀ 27ରେ ଆତ୍ମହୁତି ଦେବେନାହିଁ ଜଟଣୀ ବିଧାୟକ ସୁର ରାଉତ । ବିଭିନ୍ନ ଦାବି ନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ବେ କୌଣସି ପଦକ୍ଷେପ ନନେବାରୁ ସୁର ଆତ୍ମହୁତି ଦେବାକୁ ଧମକ ଦେଇଥିଲେ । ତେବେ ଗୁରୁବାର ବିଧାୟକ ସୁର ରାଉତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ ଆତ୍ମହୁତି ଧମକକୁ ପ୍ରତ୍ୟାହୃତ କରିଛନ୍ତି ।

ଆତ୍ମାହୁତି ଦେବେନି ବିଧାୟକ ସୁର ରାଉତରାୟ

ସୂଚନା ଅନୁସାରେ ଜଗନ୍ନାଥଙ୍କ ଜମି ସମସ୍ୟା, ଦାରୁଠେଙ୍ଗରେ ଡମ୍ପିୟାର୍ଡ ପ୍ରତ୍ୟାହୃତ କପିଳେଶ୍ବର ମନ୍ଦିରର ସୁରକ୍ଷା ଓ ମରାମତି ନେଇ ସୁର ରାଉତ ଏହି ଧମକ ଦେଇଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଜଟଣୀ ଅଂଚଳର 27 ଟି ଗ୍ରାମର ସ୍ଥିତିବାନ ସମ୍ପତି ସରକାରଙ୍କ ଅଧୀନ ପ୍ରସଙ୍ଗ । ଜଗନ୍ନାଥ ନାମକ ଜମି ସାଧାରଣ ଜନତାଙ୍କୁ ଫେରସ୍ତ ନେଇ ପ୍ରତିଶୃଟି ଦେଲେ ମୁଖ୍ୟମନ୍ତ୍ରୀ । Body:ଯଥାଶୀଘ୍ର ସର୍ବସାଧରଣଙ୍କ ଜମି ଫେରସ୍ତ ନେଇ କହିଲେ ମୁଖ୍ୟମନ୍ତ୍ରୀ । ଜମି ଫେରସ୍ତ ଦାବି ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସମେତ ଶହେ ଜଣ ସ୍ଥାନୀୟ ଅଞ୍ଚଳ ଲୋକେ 27 ତାରିଖରେ ନବୀନ ନିବାସ ସମୁଖରେ ଆତ୍ମହୁତି ଧମକ ଦେଇଥିଲେ । ତେବେ Conclusion:ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆତ୍ମାହୁତି ଧମକରୁ ଓହରିଯାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଏଥିସହ ଦାରୁଠେଙ୍ଗ ଡ଼ମ୍ପିୟାର୍ଡ ସଫେଇ ଏବଂ କପିଳେଶ୍ୱର ମନ୍ଦିରକୁ ସୁରକ୍ଷା ଓ ମରାମତି ନେଇ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି ।
Last Updated : Jan 9, 2020, 11:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.