ETV Bharat / city

ଜଟଣୀ ଜଗନ୍ନାଥ ଜମି ମାଲିକାନା ପ୍ରସଙ୍ଗ; ଖୁବଶୀଘ୍ର ସମାଧାନ ନେଇ ମନ୍ତ୍ରୀଙ୍କ ପ୍ରତିଶୃତି - Jatani Jagannath land ownership issue

ଜଟଣୀ ଜଗନ୍ନାଥ ଜମି ପ୍ରସଙ୍ଗ । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଲେ ପ୍ରଭାବିତ ଲୋକେ । ଜଟଣୀର ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟଙ୍କ ନେତୃତ୍ବରେ ମନ୍ତ୍ରୀଙ୍କୁ ଭେଟିଲେ ପ୍ରଭାବିତ ଲୋକ । ଅଧିକ ପଢନ୍ତୁ...

Jatani Jagannath land ownership issue
Jatani Jagannath land ownership issue
author img

By

Published : Aug 26, 2021, 2:51 PM IST

ଭୁବନେଶ୍ବର: ଜଟଣୀ ଜଗନ୍ନାଥ ଜମି ପ୍ରସଙ୍ଗ । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଲେ ପ୍ରଭାବିତ ଲୋକେ । ଜଟଣୀର ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟଙ୍କ ନେତୃତ୍ବରେ ମନ୍ତ୍ରୀଙ୍କୁ ଭେଟିଲେ ପ୍ରଭାବିତ ଲୋକ । ଜମିର ମାଲିକାନା ଫେରାଇବା ନେଇ ମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ଜଟଣୀ ବାସିନ୍ଦା । ଏହାସହ ଉପୁଜିଥିବା ସମସ୍ୟାର ସମାଧାନ କରିବାରୁ କରିଛନ୍ତି ଦାବି । ଲୋକଙ୍କ ଦାବି ପରେ ସମସ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ଜଟଣୀ ଜଗନ୍ନାଥ ଜମି ମାଲିକାନା ପ୍ରସଙ୍ଗ; ମନ୍ତ୍ରୀଙ୍କ ପ୍ରତିଶୃତି ଖୁବଶୀଘ୍ର ହେବ ସମାଧାନ

ଏନେଇ ରାଜ୍ୟ ପଞ୍ଚାୟତିରାଜ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଜମିଜମା ଅସୁବିଧା ପାଇଁ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି ଲୋକେ । ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଉନାହାନ୍ତି । ଘଟଣାକୁ ଗୁରୁତର ସହ ନିଆଯାଇଛି । ତୁରନ୍ତ ଲୋକଙ୍କ ସମସ୍ୟାର ସମାଧାନ କରାଯିବ। ତେବେ ସମସ୍ୟାର ସମାଧାନ ହେଲେ ଖୋର୍ଦ୍ଧା ଜିଲ୍ଲାର ୩୬ ଟି ମୌଜାର ୫ ଲକ୍ଷ ଲୋକ ଉପକୃତ ହେବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.