ଭୁବନେଶ୍ବର: ରାଜଧାନୀରେ ବିଜେପିର ଜନ ଜାଗରଣ ଅଭିଯାନ । ଏହି ରାଷ୍ଟ୍ରୀୟ ଏକତା ଅଭିଯାନରେ ଯୋଗ ଦେଇଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ଏହି କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ବିଜେପି ନେତା ସାମିଲ ହୋଇଛନ୍ତି ।
ତେବେ ଏହି ଅବସରରେ ଜାମ୍ମୁ ଓ କାଶ୍ମୀରରୁ 370 ଉଚ୍ଛେଦ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ କେନ୍ଦ୍ରମନ୍ତ୍ରୀ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ