ETV Bharat / city

ନୀତିଶଙ୍କ ପ୍ରସ୍ତାବ ଉପରେ ଟିପ୍ପଣୀ ଦେବାର ସମୟ ଆସିନି: ବିଜେଡି - ନୀତିଶ କୁମାରଙ୍କ ପ୍ରସ୍ତାବ ଉପରେ ଟିପ୍ପଣୀ

ଆସନ୍ତା ସାଧାରଣ ନିର୍ବାଚନ ଲାଗି ଜାତୀୟସ୍ତରରେ ତତ୍ପରତା ପ୍ରକାଶ ପାଇଛି । ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ମଧ୍ୟ ପ୍ରସ୍ତୁତ କରୁଛନ୍ତି । ତୃତୀୟ ସାମୁଖ୍ୟ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି । ଏହାରି ଭିତରେ ବିଭିନ୍ନ ରାଜନୈତିକ ବ୍ୟକ୍ତି ଟୀକା ଟିପ୍ପଣୀ ମଧ୍ୟ ଆରମ୍ଭ କରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ରାଜନୈତିକ ଟିପ୍ପଣୀ ଦେଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Sep 16, 2022, 10:37 PM IST

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ଲାଗି ଜାତୀୟ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ମଧ୍ୟ ପ୍ରସ୍ତୁତ କରୁଛନ୍ତି । ତୃତୀୟ ସାମୁଖ୍ୟ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି । ଏହାରି ଭିତରେ ବିଭିନ୍ନ ରାଜନୈତିକ ବ୍ୟକ୍ତି ଟୀକା ଟିପ୍ପଣୀ ମଧ୍ୟ ଆରମ୍ଭ କରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ରାଜନୈତିକ ଟିପ୍ପଣୀ ଦେଇଛନ୍ତି ।

ନୀତିଶଙ୍କ ପ୍ରସ୍ତାବ ଉପରେ ଟିପ୍ପଣୀ ଦେବାର ସମୟ ଆସିନି : ବିଜେଡି

ଯଦି ମିଳିତ ସରକାର ହୁଏ, ତେବେ ପଛୁଆ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯିବ । ଦୀର୍ଘ ଦିନ ହେବ ବିହାର ଓ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରି ଆସୁଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ କହିଛନ୍ତି ଯେ, ଓଡିଶା ପରି ବିହାର ଓ ଅନ୍ୟ ରାଜ୍ୟ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରିଛନ୍ତି ।

ଏନେଇ ନୀତିଶ କୁମାର ଏକ ରାଜନୈତିକ ପ୍ରସ୍ତାବ ରଖିଛନ୍ତି । ଦେଖାଯାଉ, ସମୟ କହିବ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାଜନୈତିକ ଚିତ୍ର ସ୍ପଷ୍ଟ ହେଉ । ନୀତିଶ କେଉଁ ଆଧାରରେ କହୁଛନ୍ତି ? ସେ କଣ ମିଳିତ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷିତ ହୋଇଛନ୍ତି କି ? ଏହା ଉପରେ କୌଣସି ଟିପ୍ପଣୀ ଦେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.