ETV Bharat / city

NMA ଅଧିନିୟମ ପ୍ରସଙ୍ଗ, ମନ୍ତ୍ରୀ ଅଶୋକଙ୍କ ଟାର୍ଗେଟରେ ଅପରାଜିତା

author img

By

Published : Feb 10, 2021, 7:17 PM IST

ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ, ବ୍ରହ୍ମେଶ୍ବର ମନ୍ଦିର ପାଇଁ ଏନ୍‌ଏମ୍‌ଏ ଅଧିନିୟମ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କଲେ ମନ୍ତ୍ରୀ ଅଶୋକ ପଣ୍ଡା । ଏ ପ୍ରସଙ୍ଗରେ ସାଂସଦଙ୍କ ନିରବତା ତାଙ୍କ ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇଛି । ଅଧିକ ପଢନ୍ତୁ...

ଏନ୍‌ଏମ୍‌ଏ ଅଧିନିୟମ ପ୍ରସଙ୍ଗ, ମନ୍ତ୍ରୀ ଅଶୋକଙ୍କ ଟାର୍ଗେଟରେ ଅପରାଜିତା

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ, ବ୍ରହ୍ମେଶ୍ବର ମନ୍ଦିର ପାଇଁ ଏନ୍‌ଏମ୍‌ଏ ଅଧିନିୟମ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କଲେ ମନ୍ତ୍ରୀ ଅଶୋକ ପଣ୍ଡା । ଏ ପ୍ରସଙ୍ଗରେ ସାଂସଦଙ୍କ ନିରବତା ତାଙ୍କ ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇଛି । ‘ଏକାମ୍ର କ୍ଷେତ୍ର ବିକାଶର ବାଧକଙ୍କୁ ଲୋକେ କ୍ଷମା ଦେବେନି।’ । ଟ୍ବିଟ୍‌ କରି ସମାଲୋଚନା କଲେ ମନ୍ତ୍ରୀ ଅଶୋକ ପଣ୍ଡା ।

  • The silence of BhubaneswarMP on the move to stall Ekarma khetra project exposes her sheer commitment to Bhubaneswar Development.People of Bhubaneswar will not forgive those hindering the Ekarmakhetra project.Har Har Mahadev

    — Ashok Chandra Panda (@Ashokpandabbsr) February 10, 2021 " class="align-text-top noRightClick twitterSection" data=" ">

ଜାତୀୟ ସ୍ମାରକୀ ପ୍ରାଧିକାରଣ (NMA) ବାଇ ଲ’ ଅଧିନିୟମ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟ ଉପରେ ପ୍ରଭାବ ପକାଇବ। ଯେଉଁଥିପାଇଁ ଏକାମ୍ର କ୍ଷେତ୍ର ପ୍ରକଳ୍ପ ଅନିଶ୍ଚିତତା ମଧ୍ୟରେ । ଏହା ଲିଙ୍ଗରାଜ ମନ୍ଦିର, ବ୍ରହ୍ମେଶ୍ବର ମନ୍ଦିର ଏବଂ ଅନନ୍ତ ବାସୁଦେବ ମନ୍ଦିର ପାଇଁ ବାଇ-ଲ ନିୟମ ପ୍ରଯୁଜ୍ୟ ହୋଇପାରେ ।

ତେବେ ଏହି ଅଧିନିୟମ ଲାଗୁ ହେଲେ ମନ୍ଦିରଗୁଡିକ ନଷ୍ଟ ହେବା ଭୟରେ ଏହାକୁ ସେବାୟତ ଏବଂ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି । ଯଦି ଏହି ବାଇ ଲ ରଦ୍ଦ ନହୁଏ ତେବେ ଏକାମ୍ର କ୍ଷେତ୍ର ଯୋଜନା ଅନିଶ୍ଚିତତାକୁ ଠେଲି ହେବ । ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା କେତେକ ପ୍ରାଚୀନ ସ୍ଥାନ ନିକଟରେ ଖନନ କାର୍ଯ୍ୟ ଚାଲିଛି, ଯାହା ନଷ୍ଟ ହେବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.