ETV Bharat / city

4 ବରିଷ୍ଠ ଆଇପିଏସଙ୍କ ପଦୋନ୍ନତି

author img

By

Published : Sep 2, 2022, 9:43 PM IST

ଡିଜିପି ପାହ୍ୟାକୁ ପଦୋନ୍ନତି ହେଲେ 4 ଜଣ ବରିଷ୍ଠ ଆଇପିଏସ (Odisha promotes four IPS officers)  । ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧିକ ପଢନ୍ତୁ

4 ବରିଷ୍ଠ ଆଇପିଏସଙ୍କ ପଦୋନ୍ନତି
4 ବରିଷ୍ଠ ଆଇପିଏସଙ୍କ ପଦୋନ୍ନତି

ଭୁବନେଶ୍ବର: ଡିଜିପି ପାହ୍ୟାକୁ ପଦୋନ୍ନତି ହେଲେ 4 ଜଣ ବରିଷ୍ଠ ଆଇପିଏସ (Odisha promotes four IPS officers) । ପଦୋନ୍ନତି ପାଇଥିବା 4 ଆଇପିଏସଙ୍କ ମଧ୍ୟରୁ 2 ଜଣ ରାଜ୍ୟରେ କାର୍ଯ୍ୟରତ ଥିବାବେଳେ ଅନ୍ୟ ଦୁଇ ଜଣ ଡେପୁଟେସନରେ ଅଛନ୍ତି । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

4 ବରିଷ୍ଠ ଆଇପିଏସଙ୍କ ପଦୋନ୍ନତି
4 ବରିଷ୍ଠ ଆଇପିଏସଙ୍କ ପଦୋନ୍ନତି

ସୂଚନା ଅନୁସାରେ 1989 ବ୍ୟାଚର 4 ଜଣ ଆଇପିଏସଙ୍କୁ ରାଜ୍ୟ ସରକାର ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ଆଇପିଏସ ପ୍ରାଣବନ୍ଧୁ ଆଚାର୍ଯ୍ୟ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ସେ ବର୍ତ୍ତମାନ ଓଡ଼ିଶା ପୋଲିସର OHRCର ତଦନ୍ତ ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି । ସେହିପରି ସିଦ୍ଧାର୍ଥ ମହାଡୁ ନରୱେଣେ ମଧ୍ୟ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ବର୍ତ୍ତମାନ ସେ HPRCରେ କାର୍ଯ୍ୟ କରୁଛନ୍ତି । Pranabindu Acharya and Sidhartha Narvane got promotion to the grade of DG Police ।

ଅନ୍ୟପକ୍ଷରେ କେନ୍ଦ୍ରୀୟ ଡେପୁଟେସନରେ ଥିବା ଅମ୍ରିତ ମୋହନ ପ୍ରସାଦ ଓ ବି ରାଧିକାଙ୍କୁ ମଧ୍ୟ ଡ଼ିଜିପି ଭାବେ ପଦୋନ୍ନତି ଦିଆଯାଇଛି । ଅମ୍ରିତ ମୋହନ ପ୍ରସାଦ ITBP ଓ ବି ରାଧିକା SSB ରେ କାର୍ଯ୍ୟରତ ଅଛନ୍ତି (Amrit Mohan Prasad (currently on central deputation), B Radhika (currently on central deputation) ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.