ETV Bharat / city

କୋଭିଡ ଆକ୍ରାନ୍ତଙ୍କୁ ରନ୍ଧା ଖାଦ୍ୟ ଯୋଗାଇବେ ଅରୁଣ ବୋଥ୍ରା

author img

By

Published : Apr 18, 2021, 2:13 PM IST

କଟକ ଓ ଭୁବନେଶ୍ବରର କୋଭିଡ ସଂକ୍ରମିତଙ୍କୁ ରନ୍ଧା ଖାଦ୍ୟ ଯୋଗାଇବେ ଆଇପିଏସ ଅରୁଣ ବୋଥ୍ରା । ନୟାଗଡା ପରୀ ମାମଲାର ତଦନ୍ତ କରି ଚର୍ଚ୍ଚାକୁୂ ଆସିିଥିଲେ ବୋଥ୍ରା । ଅଧିକ ପଢନ୍ତୁ...

କୋଭିଡ ଆକ୍ରାନ୍ତଙ୍କୁ ରନ୍ଧା ଖାଦ୍ୟ ଯୋଗାଇବେ ଅରୁଣ ବୋଥ୍ରା
କୋଭିଡ ଆକ୍ରାନ୍ତଙ୍କୁ ରନ୍ଧା ଖାଦ୍ୟ ଯୋଗାଇବେ ଅରୁଣ ବୋଥ୍ରା

ଭୁବନେଶ୍ବର: କୋରୋନା ସମୟରେ ଆଇପିଏସ ଅରୁଣ ବ୍ରୋଥାଙ୍କ ମହାନତା। କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କ ରନ୍ଧା ଖାଦ୍ୟ ଯୋଗାଇବେ ଆଇପିଏସ । ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ଆଇପିଏସ ଅରୁଣ ।

ସାରା ରାଜ୍ୟରେ କୋରୋନା ଦ୍ବିତୀୟ ଲହରୀ ବ୍ୟାପିବାରେ ଲାଗିଛି । ଦିନକୁ ଦିନ ସ୍ଥିତି ସଙ୍ଗୀନ ହୋଇପଡିଛି । ଏପରି ସ୍ଥିତିରେ ଆଇପିଏସଙ୍କ ଏଭଳି ଚିନ୍ତା ସମସ୍ତଙ୍କ ନିକଟରେ ପ୍ରଶଂସାର ସାଉଁଟିଛି । କଟକ ଓ ଭୁବନେଶ୍ବରରେ କୋଭିଡ ଆକ୍ରାନ୍ତଙ୍କ ପାଇଁ ଖାଦ୍ୟ ମିଳିବ ।

ବୋଥ୍ରା ଟ୍ବିଟ କରି ଲେଖିଛନ୍ତି, ଏନେଇ ସଂକ୍ରମିତଙ୍କୁ ରନ୍ଧା ଖାଦ୍ୟ ନେଇ ସିଧାସଳଖ ମେସେଜ କରିପାରିବେ। ନଚେତ @indiacares_2020 ଓ @nrbbsrରେ ଟ୍ବିଟ କରିପାରିବେ । 2ରୁ 3 ଘଣ୍ଟା ମଧ୍ୟରେ ରନ୍ଧା ଖାଦ୍ୟ ଦିଆଯିବ ବୋଲି ସେ କହିଛନ୍ତି ।

1996 ବ୍ୟାଚର ଅରୁଣ ବୋଥ୍ରା ପୋଲିସ ବିଭାଗର ଅତିରିକ୍ତ ଡିଜି ଦାୟିତ୍ବରେ ରହିଛନ୍ତି । ନୟାଗଡ ପରୀ ମାମଲାରେ ଏସଆଇଟି ମୁଖ୍ୟ ଭାବେ ତଦନ୍ତ କରି ଚର୍ଚ୍ଚାରେ ଆସିଥିଲେ ଅରୁଣ । ଏହାପରେ ରାଜ୍ୟ ସରକାର ଅରୁଣ ବୋଥ୍ରାଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.