ETV Bharat / city

Aiimsରେ ବିଶ୍ବ ଯୋଗ ଦିବସ ପାଳିତ - ଏମ୍ସରେ ବିଶ୍ବ ଯୋଗ ଦିବସ ପାଳିତ

ଯୋଗ ହେଉଛି ମହାନ ଭାରତୀୟ ପରମ୍ପରାର ଗୌରବମୟ ଅବଦାନ, ଏହା ସମଗ୍ର ବିଶ୍ୱରେ ପ୍ରାଚୀନ ସନାତନ ସଂସ୍କୃତିର ପ୍ରଚାର କରୁଛି, ଯାହାକି ଭାରତର ବିଶ୍ୱଗୁରୁ ପରିଚୟକୁ ପ୍ରତିପାଦିତ କରୁଛି ବୋଲି ମତ ରଖିଥିଲେ ଏମ୍ସ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ଏମ୍ସରେ ବିଶ୍ବ ଯୋଗ ଦିବସ ପାଳିତ
ଏମ୍ସରେ ବିଶ୍ବ ଯୋଗ ଦିବସ ପାଳିତ
author img

By

Published : Jun 22, 2022, 7:42 AM IST

ଭୁବନେଶ୍ବର: ଏମ୍ସରେ ପାଳିତ ହୋଇଯାଇଛି ବିଶ୍ବ ଯୋଗ ଦିବସ । ଏହି ଅବସରରେ ଏମ୍ସ ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ଅଂଶ ଗ୍ରହଣ କରି ଯୋଗ ହେଉଛି ମହାନ ଭାରତୀୟ ପରମ୍ପରାର ଗୌରବମୟ ଅବଦାନ, ଏହା ସମଗ୍ର ବିଶ୍ୱରେ ପ୍ରାଚୀନ ସନାତନ ସଂସ୍କୃତିର ପ୍ରଚାର କରୁଛି, ଯାହାକି ଭାରତର ବିଶ୍ୱଗୁରୁ ପରିଚୟକୁ ପ୍ରତିପାଦିତ କରୁଛି ବୋଲି ମତ ରଖିଥିଲେ ।

ଏମ୍ସରେ ବିଶ୍ବ ଯୋଗ ଦିବସ ପାଳିତ

ଏହି ଅବସରରେ ମେଡିକାଲ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି, ଡିନ ଡାକ୍ତର ଦେବାଶିଷ ହୋତା, ଆୟୁଷ ବିଭାଗ ନୋଡାଲ ଅଧିକାରୀ ମେଜର ଏମ ସି ସାହୁ, ଉତ୍କଳ ବିଶ୍ଵବିଦ୍ୟାଳୟର ଯୋଗ ଅଧ୍ୟାପକ ଅଜୟ ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଡାକ୍ତର, ନର୍ସିଂ ଅଧିକାରୀ, ମେଡିକାଲ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଆୟୁଷ ବିଭାଗର ବରିଷ୍ଠ ଅଧ୍ୟାପକ ଡାକ୍ତର ପ୍ରଶାନ୍ତ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଯୋଗ ପ୍ରଶିକ୍ଷକ ସନ୍ତୋଷ ସାହୁ ଯୋଗାଭ୍ୟାସ କରାଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.