ETV Bharat / city

ଇଣ୍ଟରନ୍ୟାସନାଲ ଟ୍ରେଡ଼ ଫେୟାର ଦେଖିବାକୁ ଜମୁଛି ଭିଡ - ଘର ଉପକରଣ

ରାଜଧାନୀରେ ଆରମ୍ଭ ହୋଇ ଯାଇଛି ଇଣ୍ଟର ନ୍ୟାସନାଲ ଟ୍ରେଡ ଫେୟାର । ଅଧିକ ପଢନ୍ତୁ...

ଇଣ୍ଟରନ୍ୟାସନାଲ ଟ୍ରେଡ଼ ଫେୟାର ଦେଖିବାକୁ ଜମୁଛି ଭିଡ
author img

By

Published : Oct 19, 2019, 4:53 AM IST

ଭୁବନେଶ୍ବର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜଧାନୀରେ ଆରମ୍ଭ ହୋଇ ଯାଇଛି ଇଣ୍ଟର ନ୍ୟାସନାଲ ଟ୍ରେଡ ଫେୟାର । ଯାହାକୁ ଦେଖିବାକୁ ଲାଗୁଛି ରାଜଧାନୀରେ ଖତାଖଚ ଭିଡ ।

ଘର ଉପକରଣଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ଜିନିଷ, ପୋଷାକପତ୍ର, ଗାଡି ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ମିଳୁଛି ସବୁକିଛି । ଗୁପ୍ତା ଇଭେରଣ୍ଟ ପକ୍ଷରୁ ଆୟୋଜିତ ଏହି ଇଣ୍ଟର ନ୍ୟାସନାଲ ଟ୍ରେଡ଼ ଫେୟାରରେ 25ଟି ରାଜ୍ୟ ଓ 10ଟି ଦେଶର ବ୍ୟବସାୟୀ ଯୋଗ ଦେଇଛନ୍ତି । ଏଠାରେ 562ଟି ଭିନ୍ନ ଭିନ୍ନ ଷ୍ଟଲରେ ବ୍ୟବସାୟୀ ନିଜର ଜିନିଷ ବିକ୍ରି କରୁଛନ୍ତି ।

ଇଣ୍ଟରନ୍ୟାସନାଲ ଟ୍ରେଡ଼ ଫେୟାର ଦେଖିବାକୁ ଜମୁଛି ଭିଡ

ତେବେ ରାଜଧାନୀରେ ଆଜିକୁ 4 ବର୍ଷ ଧରି ହୋଇ ଆସୁଛି ଏହି ଇଣ୍ଟର ନ୍ୟାସନାଲ ଟ୍ରେଡ଼ ଫେୟାର । ଆସନ୍ତା 22ତାରିଖ ପର୍ଯ୍ୟନ୍ତ ଏହି ଇଣ୍ଟର ନ୍ୟାସନାଲ ଟ୍ରେଡ଼ ଫେୟାର ଚାଲିବା ନେଇ ସୂଚନା ରହିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro: ରାଜଧାନୀ ରେ ଜୋର ଧରୁଛି ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର।ସନ୍ଧ୍ୟା ଲାଗୁଛି ଲୋକ ଙ୍କ ଭିଡ଼।

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜଧାନୀ ରେ ଆରମ୍ଭ ହୋଇ ଯାଇଛି ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର। ଗୋଟିଏ ଛାତ ତଳେ ଘର ଉପକରଣ ହେଉ ବା ଇଲେକ୍ଟ୍ରୋନିକ ଜିନିଷ, ପୋଷାକ ପତ୍ର ଠାରୁ ଗାଡି ମଟିର ସବୁ ର ବିକ୍ରି ଏଠି ହେଉଛି। ଗୁପ୍ତା ଇଭେରଣ୍ଟ ପକ୍ଷରୁ ଆୟୋଜିତ ଏହି ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର ରେ 25 ଟି ରାଜ୍ୟ ଓ 10 ଟି ଦେଶ ର ବ୍ୟବସାୟୀ ଯୋଗ ଦେଇଛନ୍ତି।562 ଟି ଭିନ୍ନ ଭିନ୍ନ ଷ୍ଟଲ ରେ ବ୍ୟବସାୟି ନିଜର ଜିନିଷ ବିକ୍ରି କରୁଛନ୍ତି। ରାଜଧାନୀ ରେ ଆଜିକୁ 4 ବର୍ଷ ଧରି ହୋଇ ଆସୁଛି ଏହି ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର। ଆସନ୍ତା 22 ପର୍ଯ୍ୟନ୍ତ ଏହି ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର ଚାଲିବ ବୋଲି ଗୁପ୍ତା ଇଭେଣ୍ଟ କୁହାଯାଇଛି।

ବାଇଟ
ପାୟଲ ଆଚାର୍ଯ୍ୟ ଗୁପ୍ତା

ଗୁପ୍ତା ଇଭେଣ୍ଟ ସଦସ୍ୟ

Body:ରାଜଧାନୀ ରେ ଜୋର ଧରୁଛି ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର।ସନ୍ଧ୍ୟା ଲାଗୁଛି ଲୋକ ଙ୍କ ଭିଡ଼।

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜଧାନୀ ରେ ଆରମ୍ଭ ହୋଇ ଯାଇଛି ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର। ଗୋଟିଏ ଛାତ ତଳେ ଘର ଉପକରଣ ହେଉ ବା ଇଲେକ୍ଟ୍ରୋନିକ ଜିନିଷ, ପୋଷାକ ପତ୍ର ଠାରୁ ଗାଡି ମଟିର ସବୁ ର ବିକ୍ରି ଏଠି ହେଉଛି। ଗୁପ୍ତା ଇଭେରଣ୍ଟ ପକ୍ଷରୁ ଆୟୋଜିତ ଏହି ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର ରେ 25 ଟି ରାଜ୍ୟ ଓ 10 ଟି ଦେଶ ର ବ୍ୟବସାୟୀ ଯୋଗ ଦେଇଛନ୍ତି।562 ଟି ଭିନ୍ନ ଭିନ୍ନ ଷ୍ଟଲ ରେ ବ୍ୟବସାୟି ନିଜର ଜିନିଷ ବିକ୍ରି କରୁଛନ୍ତି। ରାଜଧାନୀ ରେ ଆଜିକୁ 4 ବର୍ଷ ଧରି ହୋଇ ଆସୁଛି ଏହି ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର। ଆସନ୍ତା 22 ପର୍ଯ୍ୟନ୍ତ ଏହି ଇଣ୍ଟର ନେସନାଲ ଟ୍ରେଡ଼ ଫେୟାର ଚାଲିବ ବୋଲି ଗୁପ୍ତା ଇଭେଣ୍ଟ କୁହାଯାଇଛି।

ବାଇଟ
ପାୟଲ ଆଚାର୍ଯ୍ୟ ଗୁପ୍ତା

ଗୁପ୍ତା ଇଭେଣ୍ଟ ସଦସ୍ୟ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.