ETV Bharat / city

ସୁନା ସ୍ମଗଲିଂରେ ଇଣ୍ଟରନ୍ୟାସନାଲ ମାଫିଆ ଲିଙ୍କ୍ - ସୁନା ଚୋରା ଚାଲାଣକାରୀ

ବଢି ଚାଲିଛି ସୁନା ସ୍ମଗଲିଂ । 13 କେଜି ସୁନା ଜବତ ଘଟଣାରେ ରହିଛି ଇଣ୍ଟରନ୍ୟାସନାଲ ମାଫିଆ ଲିଙ୍କ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 12, 2019, 1:35 AM IST

ଭୁବନେଶ୍ବର: ବଢି ଚାଲିଛି ସୁନା ସ୍ମଗଲିଂ । ବିମାନ ବନ୍ଦରରୁ ପୁଳା ପୁଳା ଚୋରା ଚାଲାଣ ସୁନା କଷ୍ଟମ ବିଭାଗ ହାତରେ ପଡିବା ପରେ ଏବେ ଟ୍ରେନକୁ ଏକ ଗଳା ବାଟ ଭାବେ ବ୍ୟବହାର କରିବାକୁ ଲାଗିଲେଣି ସୁନା ଚୋରା ଚାଲାଣକାରୀ । ତେବେ ଗତକାଲି ଝାରସୁଗୁଡାରୁ 13 କେଜିର ସୁନା ଜବତ ହେବା ପରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି ।

ଏହି ସୁନା ସ୍ମଗଲିଂରେ ରହିଛି ଇଣ୍ଟରନ୍ୟାସନାଲ ମାଫିଆ ଲିଙ୍କ । 13 କେଜି ସୁନା ଜବତ ହେବା ପରେ ଏହି ଲିଙ୍କରେ ଅଟକ ଥିବା 2 ଜଣଙ୍କୁ ଗିରଫ କରିଛି ଡିଆରଆଇ । ଏହି ଦୁଇ ଅଭିଯୁକ୍ତ ହେଲେ ବି.ଯାଦବ ଓ ରାହୁଲ ଆଚାର୍ଯ୍ୟ ।

ତେବେ ଏହି ସୁନା ଚୋରା ଚାଲାଣରେ ଅନ୍ତର୍ଜାତୀୟ ଲିଙ୍କ୍ ଥିବା ନେଇ ଡିଆରଆଇ ତାର ତଦନ୍ତ ଜାରି ରଖିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ସୁନା ଚାଲାଣ ରେ ଇଣ୍ଟରନାସନାଲ ମାଫିଆ ଲିଙ୍କ,୨ଗିରଫBody:୧୩ କେଜି ସୁନା ଜବତ ଘଟଣା, ଅଟକ ୨ ଜଣଙ୍କୁ ଗିରଫ କଲା DRI, ସେମାନେ ହେଲେ ବି. ଯାଦବ ଓ ରାହୁଲ ଆଚାର୍ଯ୍ୟ, ସ୍ମଗଲିଂରେ ଅନ୍ତର୍ଜାତୀୟ ଲିଙ୍କ୍ ଥିବା ନେଇ DRIର ତଦନ୍ତ ଜାରି।ଗତକାଲି ଝାରୁସୁଗୁଡାରୁ ଜବତ ହୋଇଥିଲା ସୁନା।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.