ETV Bharat / city

ରାଜଧାନୀରେ ଅନ୍ତର୍ଜାତୀୟ ବାଳିକା ଦିବସ - ମାନସିକତାରେ ପରିବର୍ତ୍ତନ

ଘର ପରିବାର ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ସ୍ତରରେ ନିର୍ଯାତନା, ଶୋଷଣ ଓ ପକ୍ଷପାତିତାର ଶିକାର ହେଉଛି ଝିଅଟିଏ । ଏଭଳି ମାନସିକତାରେ ପରିବର୍ତ୍ତନ ପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି । ରାଜଧାନୀରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିନ ଅବସରରେ ଏହା ମତ ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 11, 2019, 6:04 PM IST

ଭୁବନେଶ୍ବର: ଏବେବି ଆମ ସମାଜରେ ଝିଅଟିଏ ନିଜକୁ ସୁରକ୍ଷିତ ମଣୁନାହିଁ । ଘର ପରିବାର ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ସ୍ତରରେ ନିର୍ଯାତନା, ଶୋଷଣ ଓ ପକ୍ଷପାତିତାର ଶିକାର ହେଉଛି । ଏଭଳି ମାନସିକତାରେ ପରିବର୍ତ୍ତନ ପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି । ରାଜଧାନୀରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିନ ଅବସରରେ ଯୋଗ ଦେଇଥିବା ଅତିଥି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ଆଜି ବି ଝିଅମାନଙ୍କୁ ଯେଭଳି ଶିକ୍ଷା, ସୁରକ୍ଷା ଓ ଆଦର ମିଳିବା କଥା ସେହି ପରିମାଣରେ ମିଳୁନାହିଁ। ପରିବାରରେ ଝିଅଟିଏ ଜନ୍ମ ହେଲେ ମନଦୁଃଖ କରୁଥିବାବେଳେ ପୁଅ ପାଇଁ ଖୁସି ହେଉଥିବା ଦେଖିବାକୁ ମିଳୁଛି । ବିଭିନ୍ନ କାରଣରୁ ସେମାନଙ୍କ ବାଲ୍ୟ ବିବାହ କରାଇ ଦିଆଯାଉଛି ବୋଲି ମତ ପ୍ରକାଶ ପାଇଛି ।

ଏଭଳି ମାନସିକତାରେ ପରିବର୍ତ୍ତନ ଆସିବା ନିହାତି ଦରକାର ବୋଲି ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି । ସେଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କମିଶନ ପକ୍ଷରୁ ଗ୍ରହଣ କରାଯାଉଥିବା ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଏବେବି ସମାଜରେ ବାଳିକା ମାନେ ବାଳକ ମାନଙ୍କ ପରି ସୁରକ୍ଷିତ ନୁହଁନ୍ତି।ଘର ପରିବାର ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ସ୍ତରରେ ସେମାନେ ନିର୍ଯ୍ୟାତନା ,ଶୋଷଣ ଓ ପକ୍ଷପାତିତାର ଶିକାର ହେଉଛନ୍ତି।ତେଣୁ ଏଥିରେ ପରିବର୍ତ୍ତନ ପାଇଁ ବ୍ୟାପକ ସଚେତନତା ର ଆବଶ୍ୟକ ରହିଛି।

Body:ସ୍ଥାନୀୟ ଏକ ହୋଟେଲ ରେ ଆନ୍ତର୍ଜାତିକ ବାଳିକା ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି।ଆଜି ବି ଝିଅ ପିଲାମାନଙ୍କୁ ଯେଭଳି ଶିକ୍ଷା,ସୁରକ୍ଷା ଓ ଆଦର ମିଳିବା କଥା ସେହି ପରିମାଣରେ ମିଳୁନାହିଁ।ଆଜି ବି ପରିବାରରେ ଝିଅ ହେଲେ ମନ ଦୁଃଖ କରୁଥିବାବେଳେ ପୁଅ ପାଇଁ ଖୁସି ହେଉଥିବା ଦେଖିବାକୁ ମିଳୁଛି।ବିଭିନ୍ନ କାରଣରୁ ସେମାନଙ୍କ ବାଲ୍ୟ ବିବାହ କରାଇ ଦିଆ ଯାଉଛି।ଏହାର ପରିବର୍ତ୍ତନ ପାଇଁ ମାନଶିକତାରେ ପରିବର୍ତ୍ତନ ଆସିବା ନିହାତି ଦରକାର ବୋଲି ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ସଂଧ୍ୟାବତୀ ପ୍ରଧାନ କହିଛନ୍ତି।ସେଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କମିଶନ ପକ୍ଷରୁ ଗ୍ରହଣ କରାଯାଉଥିବା ସେ କହିଛନ୍ତି।
ଏହି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶିଶୁ ବିବାହ କୁ ରୋକିବା ଦିଗରେ କାର୍ଯ୍ୟକରୁଥିବା ଶିଶୁମାନେ ଭାଗ ନେଇ ଝିଅ ପିଲା ମାନଙ୍କ ସୁରକ୍ଷା ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ସହିତ ସେମାନଙ୍କୁ ଶିକ୍ଷିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ବାଇଟ-ସଂଧ୍ୟାବତୀ ପ୍ରଧାନ-
ବାଇଟ-ଶୁଶୁ ବିବାହ କୁ ନିରୋଧ ପାଇଁ କାର୍ଯ୍ୟ କରୁଥିବା ଶିଶୁ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.