ETV Bharat / city

'ଫନି' ପ୍ରଭାବ, ବ୍ୟାଙ୍କକରୁ ଭୁବନେଶ୍ବର ଆସିବନି ଏୟାର ଏସିଆ - Fani

‘ଫନି’ ପାଇଁ ବାତିଲ ହେଲା ଏୟାର ଏସିଆ ବିମାନ । ଆଜି (ଗୁରୁବାର) ରାତି ୧୧ଟା୪୫ରେ ପହଞ୍ଚିବାକୁ ଥିବା ଏୟାର ଏସିଆ ବିମାନ ଉଡାଣ ବାତିଲ କରାଯାଇଛି । ସମ୍ଭାବ୍ୟ ବାତ୍ୟା ନେଇ ଏୟାର ଏସିଆ ପକ୍ଷରୁ ସୂଚନା ମିଳିବା ପରେ ଏହା ସ୍ପଷ୍ଟ କରିଛନ୍ତି ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 2, 2019, 10:09 PM IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ବାତିଲ ହେଲା ଏୟାର ଏସିଆ ବିମାନ । ଆଜି (ଗୁରୁବାର) ରାତି ୧୧ଟା୪୫ରେ ପହଞ୍ଚିବାକୁ ଥିବା ଏୟାର ଏସିଆ ବିମାନ ଉଡାଣ ବାତିଲ କରାଯାଇଛି । ସମ୍ଭାବ୍ୟ ବାତ୍ୟା ନେଇ ଏୟାର ଏସିଆ ପକ୍ଷରୁ ସୂଚନା ମିଳିବା ପରେ ଏହା ସ୍ପଷ୍ଟ କରିଛି ଭୁବନେଶ୍ବର ବିଜୁପଟ୍ଟନାୟକ ବିମାନ ବନ୍ଦର କର୍ତ୍ତୃପକ୍ଷ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ବିମାନଟି ବ୍ୟାଙ୍କକରୁ ବାହାରି ଆଜି ରାତି ୧୧ଟା ୪୫ରେ ଭୁବନେଶ୍ବରରେ ପହଞ୍ଚିଥାନ୍ତା । ପରେ ରାତି ୧୨ଟା ୪୫ରେ ପୁଣି ବ୍ୟାଙ୍କକ ଅଭିମୁଖେ ଗସ୍ତ କରିଥାନ୍ତା । ମାତ୍ର ଏହି ଉଭୟ ଗସ୍ତ ବାତିଲ ହୋଇଥିବା ବେଳେ ଇଣ୍ଡିଗୋ ଏୟାରଲାଇନର ୨୪ଟି ବିମାନ ଓ ଗୋ ଏୟାରର ୨ଟି ବିମାନକୁ ଗୁରୁବାର ପାଇଁ ବାତିଲ କରାଯାଇଛି ।

ଏଥିସହ ଲୋକାଲ ଏୟାର ପୋର୍ଟକୁ ଯୋଗାଯୋଗ କରୁଥିବା ହେଲିକପ୍ଟର ଓ ଏୟାରକ୍ରାଫ୍ଟକୁ ମଧ୍ୟ ପାଗ ଯୋଗୁଁ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

Csc

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.