ETV Bharat / city

ମାଓ ମୁକାବିଲାକୁ ଦିଆଯିବ ପ୍ରାଥମିକତା: ନୂତନ ଗୁଇନ୍ଦା ମହାନିର୍ଦ୍ଦେଶକ - ସତ୍ୟଜିତ ମହାନ୍ତି

ଗୁରୁବାର ମଧ୍ୟାହ୍ନରେ ଗୁଇନ୍ଦା ମହାନିର୍ଦ୍ଦେଶକ ଭାବେ ଯୋଗ ଦେଇଛନ୍ତି ସତ୍ୟଜିତ ମହାନ୍ତି । ମାଓ ମୁକାବିଲାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ସେ । ଅଧିକ ପଢ଼ନ୍ତୁ...

ମାଓ ମୁକାବିଲାକୁ ଦିଆଯିବ ପ୍ରାଥମିକତା: ଗୁଇନ୍ଦା ମହାନିର୍ଦ୍ଦେଶକ
author img

By

Published : Nov 21, 2019, 7:20 PM IST

ଭୁବନେଶ୍ବର: ନୂତନ ଭାବରେ ଗୁଇନ୍ଦା ମହାନିର୍ଦ୍ଦେଶକ ପଦରେ ଯୋଗ ଦେଇଛନ୍ତି ସତ୍ୟଜିତ ମହାନ୍ତି। ମାଓ ମୁକାବିଲା ସହ ଭିଆଇପି ମାନଙ୍କ ସୁରକ୍ଷା ଉପରେ ନଜର ରହିବ ବୋଲି ପଦରେ ଯୋଗ ଦେବା ପରେ କହିଛନ୍ତି ଗୁଇନ୍ଦା ମହାନିର୍ଦ୍ଦେଶକ।

ମାଓ ମୁକାବିଲାକୁ ଦିଆଯିବ ପ୍ରାଥମିକତା: ଗୁଇନ୍ଦା ମହାନିର୍ଦ୍ଦେଶକ

ଗୁରୁବାର ମଧ୍ୟାହ୍ନରେ ସତ୍ୟଜିତ ମହାନ୍ତି ଗୁଇନ୍ଦା ମହାନିର୍ଦ୍ଦେଶକ ଭାବରେ ଯୋଗ ଦେଇଛନ୍ତି। ପଦରେ ଯୋଗ ଦେବା ପରେ ସତ୍ୟଜିତ କହିଛନ୍ତି ଯେ, କିଭଳି ଭାବରେ ଗୁଇନ୍ଦା ବିଭାଗକୁ ସୁଦୃଢ଼ କରାଯିବ ତାକୁ ପ୍ରାଥମିକତା ଦିଆଯିବ। ଏହାଛଡା ଓଡି଼ଶା ସମେତ ପଡୋଶୀ ରାଜ୍ୟରେ ସକ୍ରିୟ ହେଉଥିବା ମାଓବାଦୀଙ୍କ ଦମନ ଉପରେ ନଜର ରଖାଯିବ ।

ଏହାଛଡା ପୂର୍ବରୁ ଓଡିଶା ପୋଲିସ ମାଓ ଦମନ ପାଇଁ ସାରା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ତେଣୁ ଓଡି଼ଶା ପୋଲିସ ଏହାକୁ କିଭଳି ଭାବରେ ଆଗକୁ ନେବ ସେନେଇ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଗୁଇନ୍ଦା ମହାନିର୍ଦ୍ଦେଶକ। ଅନ୍ୟପଟେ ଭିଆଇପି ଓ ଭିଭିଆଇପି ମାନଙ୍କର ସୁରକ୍ଷା ଉପରେ ବିଶେଷ ନଜର ରହିବ ବୋଲି ସତ୍ୟଜିତ ମହାନ୍ତି କହିଛନ୍ତି।

1988 ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସତ୍ୟଜିତ ମହାନ୍ତି। ସେ ପୂର୍ବରୁ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ଡିଜି, ଜେଲ ଡିଜି ଓ କମିଶନରେଟ ପୋଲିସର କମିଶନର ଭାବରେ ଦାୟିତ୍ବ ତୁଲାଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ପ୍ରାଥମିକତା ରହିବ ମାଓମୁକାବିଲା :ଗୁଇନ୍ଦା ମହାନିର୍ଦେଶକ।

ନୂତନ ଭାବରେ ଗୁଇନ୍ଦା ମହାନିର୍ଦେଶକ ପଦରେ ଯୋଗ ଦେଇଛନ୍ତି ସତ୍ୟଜିତ ମହାନ୍ତି। ମାଓ ମୁକାବିଲା ସହ ଭିଆଇପି ମାନଙ୍କ ସୁରକ୍ଷା ଉପରେ ନଜର ରହିବ ।

Body:

ଆଜି ମଧ୍ୟନ୍ନ ରେ ସତ୍ୟଜିତ ମହାନ୍ତି ଗୁଇନ୍ଦା ମହାନିର୍ଦେଶକ ଭାବରେ ଯୋଗ ଦେଇଛନ୍ତି। ପଦ ରେ ଯୋଗ ଦେଇ କହିଛନ୍ତି ଯେ କିଭଳି ଭାବରେ ଗୁଇନ୍ଦା ବିଭାଗକୁ ସୁଦୃଢ ଭାବରେ କାର୍ଯ୍ୟ କରାଯିବ ସେନେଇ ପ୍ରାଥମିକତା ଦିଆଯିବ। ଏହା ଛଡା ଓଡିଶା ସମେତ ପଡୋଶୀ ରାଜ୍ୟରେ ସକ୍ରିୟ ହେଉଥିବା ମାଓବାଦୀ ମାନଙ୍କ ୱାରେ ଦମନ ପାଇଁ ନଜର ରଖାଯିବା। ଏହା ଛଡା ପୂର୍ବରୁ ଓଡିଶା ପୋଲିସ ର ମାଓ ଦମନ ପାଇଁ ଭାରତରେ ଜଣାଯାଇଛି। ତେଣୁ ଓଡିଶା ପୋଲିସ ଏହାକୁ କିଭଳି ଭାବରେ ଆଗକୁ ନେବା ସେ ନେଇ ଦୃଷ୍ଟି ଦିଆଯିବ। ଅନ୍ୟପଟେ ଭିଆଇପି ଓ ଭି ଭି ଆପି ମାନଙ୍କର ସୁରକ୍ଷାରେ ଦୃଷ୍ଟିରୁ ନଜର ରହିବ। ବୋଲି ସତ୍ୟଜିତ ମହାନ୍ତି କହିଛନ୍ତି।

ସୂଚନା ଅନୁଯାୟୀ, ୧୯୮୮ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସତ୍ୟଜିତ ମହାନ୍ତି। ସେ ପୂର୍ବରୁ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡିଜି, ଜେଲ ଡିଜି ଓ କମିଶନରେଟ ପୋଲିସ ର କମିଶନର ଭାବରେ ଦାଇତ୍ୱ ତୁଲାଇଛନ୍ତି।

Byte- ସତ୍ୟଜିତ ମହାନ୍ତି , ଗୁଇନ୍ଦା ମହାନିର୍ଦେଶକ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.