ETV Bharat / city

ସେପ୍ଟେମ୍ବର ୨୫ରେ ଖୋଲିବ ଶିଳ୍ପ ବଜାର - କଳାଭୂମିରେ ଶିଳ୍ପ ବଜାର

କଳାଭୂମିରେ ଖୋଲିବ ଶିଳ୍ପ ବଜାର । ସେପ୍ଟେମ୍ବର ୨୫ ତାରିଖ ଅପରାହ୍ନ ୩ଟାରୁ ୩ ଟା ୪୫ ପର୍ଯ୍ୟନ୍ତ ଏହି ବଜାର ଖୋଲା ରହିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 22, 2019, 12:02 PM IST

ଭୁବନେଶ୍ବର: କଳାଭୂମିରେ ଖୋଲିବ ଶିଳ୍ପ ବଜାର । ସେପ୍ଟେମ୍ବର ୨୫ ତାରିଖ ଅପରାହ୍ନ ୩ ଟା ରୁ ୩ ଟା ୪୫ ପର୍ଯ୍ୟନ୍ତ ଏହି ବଜାର ଖୋଲା ରହିବ । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶାର ଅର୍ଥନୀତି ଉପରେ ଆଲୋଚନା ହେବ ।

ଫାବ ଇଣ୍ଡିଆର କାର୍ଯ୍ୟ ନିର୍ବାହୀ ପରିଚାଳକ ତଥା ଉପାଧ୍ୟକ୍ଷ ଉଇଲିୟମ ଏନ ବ୍ରିସେଲ ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ରଖିବେ । ପାରମ୍ପରିକ ଦକ୍ଷତା ଏବଂ ଜ୍ଞାନ କୌଶଳକୁ ଭିତ୍ତି କରି ଓଡିଶାକୁ ଆୟ ଏବଂ ରୋଜଗାରକ୍ଷମ କିପରି କରିହେବ ସେନେଇ ଏହି କାର୍ଯ୍ୟକ୍ରମରେ ଆଲୋଚନା କରିବେ ।

ତେବେ କମ୍ପାନୀର ଉନ୍ନତି ଏବଂ ଦ୍ରବ୍ୟର ବିବିଧିକରଣ ପାଇଁ ତାଙ୍କର ବିଶେଷ ଅବଦାନ ରହିଥିବାରୁ ଏହି ଅବସରରେ ତାଙ୍କ ଦ୍ବାରା ରଚିତ ପୁସ୍ତକ 'ମେକିଂ ଇଣ୍ଡିଆ ୱାର୍କ' ଉନ୍ମୋଚନ କରାଯିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.