ETV Bharat / city

ସରକାର ଯୁଆଡେ, ଆମେ ସିଆଡେ: ସ୍ବାଧୀନ ବିଧାୟକ

author img

By

Published : Jan 13, 2020, 11:28 PM IST

ସୋମବାର ରାୟଗଡ଼ା ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ନିଜର ସମର୍ଥକଙ୍କ ସହ ନବୀନ ନିବାସକୁ ଆସିଥିଲେ । ଆଉ ଏହାପରେ ଆରମ୍ଭ ହୋଇଯାଇଥିଲା ଜୋରଦାର ଚର୍ଚ୍ଚା । ଜାଣନ୍ତୁ ପୁରା ଖବର...

ଅଞ୍ଚଳର ବିକାଶ ହେବାକୁ ହେଲେ ସରକାରଙ୍କ ସହ ରହିବାକୁ ହେବ; ମକରନ୍ଦ ମୁଦୁଲି

ଭୁବନେଶ୍ବର: ସୋମବାର ରାୟଗଡ଼ା ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ନିଜର ସମର୍ଥକଙ୍କ ସହ ନବୀନ ନିବାସ ଆସିଥିଲେ । ଆଉ ଏହାପରେ ଆରମ୍ଭ ହୋଇଯାଇଥିଲା ଜୋରଦାର ଚର୍ଚ୍ଚା । କଂସାରୀଗୁଡ଼ାରେ ହେବାକୁ ଥିବା ପ୍ଲାଣ୍ଟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବାକୁ ଆସିଥିବା ନେଇ ମକରନ୍ଦ କହିଛନ୍ତି ।

ନବୀନ ନିବାସରୁ ବାହାରିବା ପରେ ମକରନ୍ଦ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସ୍ବାଧୀନ ବିଧାୟକ ଓଡ଼ିଶା ତଥା ନିଜ ଅଞ୍ଚଳ ପାଇଁ କ’ଣ କରିପାରିବ। ନିଜ ଅଞ୍ଚଳର ବିକାଶ କରିବାକୁ ହେଲେ ସରକାରଙ୍କ ସହଯୋଗ ଏକାନ୍ତ ଆବଶ୍ୟକ। ଏବେ ମୁଁ ରାଜ୍ୟ ସରକାରଙ୍କ ସହିତ ଅଛି, ଦଳ ସହିତ ନାହିଁ ବୋଲି କହିଛନ୍ତି ମକରନ୍ଦ ।

ଏହା ସହ ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ବିଜେଡିକୁ ସମର୍ଥନ କରିବେ କି ପ୍ରଶ୍ନରେ ସେ କହିଛନ୍ତି ଯେ, 'ସମୟ ଆସିଲେ ନିଷ୍ପତ୍ତି ନେବି'। ବର୍ତ୍ତମାନ ମୁଁ ସରକାରରେ ରହିଛି। ସରକାର ଯୁଆଡ଼େ, ଆମେ ସିଆଡ଼େ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ଆଜି ରାୟଗଡ଼ା ସ୍ୱାଧୀନ ବିଧାୟକ ମକରନ୍ଦ ନିଜର ସମର୍ଥକଙ୍କ ସହ ନବୀନ ନିବାସ ରେ ଦେଖି ବାକୁ ମିଳିଥିଲା । କଂସାରୀଗୁଡ଼ାରେ ହେବାକୁ ଥିବା ପ୍ଲାଣ୍ଟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମକରନ୍ଦ।

Body:ନବୀନ ନିବାସରୁ ବାହାରିବା ପରେ ସେ ମକରନ୍ଦ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ ସ୍ୱାଧୀନ ବିଧାୟକ ଓଡ଼ିଶା ତଥା ନିଜ ଅଞ୍ଚଳ ପାଇଁ କ’ଣ କରିପାରିବ। ନିଜ ଅଞ୍ଚଳର ବିକାଶ କରିବାକୁ ହେଲେ ସରକାରଙ୍କ ସହଯୋଗ ଏକାନ୍ତ ଆବଶ୍ୟକ। ଏବେ ମୁଁ ରାଜ୍ୟ ସରକାରଙ୍କ ସହିତ ଅଛି, ଦଳ ସହିତ ନାହିଁ। ବୋଲି କହିଛନ୍ତି ମକରନ୍ଦ ।Conclusion:ଏହା ସହ ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ବିଜେଡିକୁ ସମର୍ଥନ କରିବେ କି ପ୍ରଶ୍ନରେ ସେ କହିଛନ୍ତି ଯେ ସମୟ ଆସିଲେ ନିଷ୍ପତ୍ତି ନେବି। ବର୍ତ୍ତମାନ ମୁଁ ସରକାରରେ ରହିଛି। ସରକାର ଯୁଆଡ଼େ, ଆମେ ସିଆଡ଼େ। ବୋଲି ସେ କହିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.