ETV Bharat / city

ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି କରିବା ଏକ ଡ୍ରାମା: ସୁର ରାଉତରାୟ

author img

By

Published : Jan 7, 2022, 10:28 PM IST

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ଖର୍ଚ୍ଚ ପାଣ୍ଠି ବୃଦ୍ଧି କଲେ ନିର୍ବାଚନ ଆୟୋଗ । ନିଷ୍ପତ୍ତିକୁ ସ୍ବାଗତ କରିଥିଲେ ମଧ୍ୟ ନିର୍ବାଚନ ଆୟୋଗଙ୍କ ପରିଚାଳନା ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢନ୍ତୁ

ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି କରିବା ଏକ ଡ୍ରାମା: ସୁର ରାଉତରାୟ
ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି କରିବା ଏକ ଡ୍ରାମା: ସୁର ରାଉତରାୟ

ଭୁବନେଶ୍ବର: ନିର୍ବାଚନ ଆୟୋଗଙ୍କ ଦ୍ୱାରା ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ଖର୍ଚ୍ଚ ପାଣ୍ଠି ବୃଦ୍ଧି ଘୋଷଣା କରାଯାଇଛି । ଦିନକୁ ଦିନ ସମସ୍ତ ସାମଗ୍ରୀର ମୂଲ୍ୟ ବୃଦ୍ଧିୃକୁ ଆଖି ଆଗରେ ରଖି ବିଧାୟକ ଓ ସାଂସଦ ଖର୍ଚ୍ଚ ପାଣ୍ଠି ବୃଦ୍ଧି ପାଇଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ ।

କଂଗ୍ରେସ ନେତା ସୁର ରାଉତରାୟ ଏହାକୁ ସ୍ୱାଗତ କରିବା ସହ ନିର୍ବାଚନ ଆୟୋଗଙ୍କ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛନ୍ତି ନିର୍ବାଚନ ଆୟୋଗ ନିୟମକୁ କଡାକଡି କରନ୍ତୁ, ସରକାରୀ ଦଳ ମନ ଇଚ୍ଛା ଟଙ୍କା ଖର୍ଚ୍ଚ କରୁଛନ୍ତି ତାହା ଉପରେ ରୋକ ଲାଗିବା ଦରକାର । ଏଥିସହ ନିର୍ବାଚନ ଆୟୋଗ ସରକାର ଦଳ ଉପରେ ନିୟନ୍ତ୍ରଣ ରଖିବା ଉଚିତ୍ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.