ETV Bharat / city

ମଙ୍ଗଳବାର ରାଜ୍ୟରୁ 3520 କୋରୋନା ଆକ୍ରାନ୍ତ ସୁସ୍ଥ

author img

By

Published : Jun 29, 2021, 9:00 PM IST

ମଙ୍ଗଳବାର ରାଜ୍ୟରୁ 3520 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 559 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ 74 ହଜାର 307 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

ମଙ୍ଗଳବାର ରାଜ୍ୟରୁ 3520 କୋରୋନା ଆକ୍ରାନ୍ତ ସୁସ୍ଥ
ମଙ୍ଗଳବାର ରାଜ୍ୟରୁ 3520 କୋରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ମହାମାରୀ କୋରୋନାରୁ ସୋମବାର ରାଜ୍ୟରେ 3520 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 559 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ 74 ହଜାର 307 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 3520 Covid patients have recovered and are being discharged on 29.06.2021

    559 from Khordha
    393 from Jagatsinghpur
    336 from Jajapur
    268 from Cuttack
    261 from Baleswar
    183 from Bhadrak
    175 from Puri
    165 from Mayurbhanj
    131 from Nayagarh
    116 from Kendrapara
    109 from Anugul

    — H & FW Dept Odisha (@HFWOdisha) June 29, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ ପୁରୀରୁ 175, ବଲାଙ୍ଗୀରରୁ 30, ଝାରସୁଗୁଡ଼ାରୁ 10, ନୂଆପଡ଼ାରୁ 10, ବରଗଡ଼ରୁ 46, ନବରଙ୍ଗପୁରରୁ 68, ସମ୍ବଲପୁରରୁ 27, ଯାଜପୁରରୁ 336, କଳାହାଣ୍ଡିରୁ 39, ମୟୂରଭଞ୍ଜରୁ 165, ରାୟଗଡ଼ାରୁ 57, ଗଞ୍ଜାମରୁ 18, କେନ୍ଦୁଝରରୁ 60, ନୟାଗଡ଼ରୁ 131, ସୋନପୁରରୁ 19, ଜଗତସିଂହପୁରରୁ 393, କୋରାପୁଟରୁ 75, ବାଲେଶ୍ବରରୁ 261, ଭଦ୍ରକରୁ 183, ଗଜପତିରୁ 24, କେନ୍ଦ୍ରାପଡ଼ାରୁ 116, ଦେବଗଡ଼ରୁ 10, କନ୍ଧମାଳରୁ 37, ମାଲକାନଗିରିରୁ 43, ଢ଼େଙ୍କାନାଳରୁ 69, ବୌଦ୍ଧରୁ 59 ଓ ଷ୍ଟେଟ୍‌ ପୁଲ୍‌ରୁ 84 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • 10 from Deogarh
    10 from Jharsuguda
    10 from Nuapada
    84 from State Pool

    The total recovered cases of Odisha now stand at 874307

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.