ETV Bharat / city

‘ଆସାମ ଭଳି ଓଡିଶାରେ ବି ଚିହ୍ନଟ ହୁଅନ୍ତୁ ବେଆଇନ ଶରଣାର୍ଥୀ’

ଆସାମ ଭଳି ଓଡିଶାରେ ମଧ୍ୟ ଜାତୀୟ ନାଗରିକ ପଞ୍ଜିକା ତାଲିକା ପ୍ରକାଶ କରିବାକୁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପ୍ରତିକ୍ରିୟା ଦେଇଛନ୍ତି ।

author img

By

Published : Sep 1, 2019, 5:28 PM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆସାମ ଭଳି ଓଡିଶାରେ ମଧ୍ୟ ଜାତୀୟ ନାଗରିକ ପଞ୍ଜିକା ତାଲିକା ପ୍ରକାଶ କରାଯାଉ । ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଯେଉଁଭଳି ଭାବେ ଶରଣାର୍ଥୀ ପ୍ରବେଶ କରୁଛନ୍ତି ସେମାନଙ୍କ ଚିହ୍ନଟ ହେବା ଉଚିତ୍ । ଖୋଦ ବିଜେଡି ସାଂସଦ ଏଭଳି ପ୍ରତିକ୍ରିୟା ଦେବା ପରେ ଏହାକୁ ନେଇ ଏବେ ଆରମ୍ଭ ହୋଇଛି ତର୍କ ବିତର୍କ ।

ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ କହିବାନୁଯାୟୀ, ସଂସଦରେ ଏସମ୍ପର୍କରେ ମୁଁ କଥା ରଖିଥିଲି । ଏନେଇ ଆଇନ ମଧ୍ୟ ରହିଛି । ରାଜ୍ୟ ସରକାର ଚାହିଁଲେ ଶରଣାର୍ଥୀଙ୍କୁ ଚିହ୍ନଟ କରି ତାଲିକା ପ୍ରକାଶ କରିପାରିବେ । ଅପରପକ୍ଷେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି କହିଛନ୍ତି ଯେ, ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଦରକାର । ଯଦି ଆସାମରେ ଏହି ଆଇନ ଲାଗୁ ହୋଇଛି ତାହେଲେ ଓଡିଶା ପାଇଁ ଲାଗୁ ହେଲେ ଭଲ ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ , ଇଟିଭି ଭାରତ

Intro:କେରଳ ଭଳି ଓଡ଼ିଶାରେ ବି ଜାତୀୟ ନାଗରିକ ପଞ୍ଜିକରଣ ତାଲିକା ପ୍ରକାଶ ପାଉ ବୋଲି ଦାବି ହେଲାଣି। ବିଶେଷକରି ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଯେଉଁଭଳି ଭାବେ ଶରଣାର୍ଥୀ ପ୍ରବେଶ କରୁଛନ୍ତି ସେମାନେ ଚିହ୍ନଟ ହେବ ଉଚିତ। ତେବେ ଖୋଦ ବିଜେଡି ସାଂସଦ ଏଭଳି ଦାବି କରିବା ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ। ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ଏକଥା ମୁ ସଂସଦରେ ଉଠାଇଥିଲି। ଏନେଇ ଆଇନ ରହିଛି ରାଜ୍ୟ ସରକାର ଚାହିଁଲେ ଚିହ୍ନଟ କରି ତାଲିକା ପ୍ରକାଶ କରି ପାରିବେ ବୋଲି ସେ କହିଛନ୍ତି। ସେହିପରି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି କହିଛନ୍ତି, ଆଇନ ସମସ୍ତଙ୍କ ପାଇଁ ସମାନ ହେବା କଥା। ଯଦି କେରଳ ପାଇଁ ଲାଗୁ ହେବ ଓଡିଶା ପାଇଁ ବି ହେଲେ ଭଲ।Body:ବାଇଟ ଭର୍ତ୍ତହରି ମହତାବ, ବିଜେଡି ସାଂସଦ
ବାଇଟ ଅନୁଭବ ମହାନ୍ତି, ବିଜେଡି ସାଂସଦConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.