ETV Bharat / city

ସୋମବାର ରାଜ୍ୟରୁ 3326 ଆକ୍ରାନ୍ତ ସୁସ୍ଥ

author img

By

Published : Jul 5, 2021, 7:31 PM IST

ରାଜ୍ୟରୁ ଦିନକରେ 3326 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 8 ଲକ୍ଷ 94 ହଜାର 104 ରେ ପହଞ୍ଚିଲା । ଅଧିକ ପଢନ୍ତୁ..

ସୋମବାର ରାଜ୍ୟରୁ 3326 ଜଣ ଆକ୍ରାନ୍ତ ସୁସ୍ଥ
ସୋମବାର ରାଜ୍ୟରୁ 3326 ଜଣ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ମହାମାରୀ କୋରୋନାରୁ ସୋମବାର ରାଜ୍ୟରେ 3326 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 540 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ 94 ହଜାର 104 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 3326 Covid patients have recovered and are being discharged on 05.07.2021

    540 from Khordha
    528 from Cuttack
    256 from Jajapur
    220 from Baleswar
    210 from Puri
    157 from Bhadrak
    153 from Mayurbhanj
    152 from Jagatsinghpur
    150 from Nayagarh
    130 from Kendrapara

    — H & FW Dept Odisha (@HFWOdisha) July 5, 2021 ]" class="align-text-top noRightClick twitterSection" data=" ]"> ]

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ 528, ପୁରୀରୁ 210, ବଲାଙ୍ଗୀରରୁ 22, ଝାରସୁଗୁଡ଼ାରୁ 9, ନୂଆପଡ଼ାରୁ 3, ବରଗଡ଼ରୁ 26, ନବରଙ୍ଗପୁରରୁ 31, ସମ୍ବଲପୁରରୁ 28, ଯାଜପୁରରୁ 256, କଳାହାଣ୍ଡିରୁ 16, ମୟୂରଭଞ୍ଜରୁ 153, ରାୟଗଡ଼ାରୁ 41, ଗଞ୍ଜାମରୁ 14, କେନ୍ଦୁଝରରୁ 112, ନୟାଗଡ଼ରୁ 150, ସୋନପୁରରୁ 27, ଜଗତସିଂହପୁରରୁ 152, କୋରାପୁଟରୁ 51, ବାଲେଶ୍ବରରୁ 220, ଭଦ୍ରକରୁ 157, ଗଜପତିରୁ 22, କେନ୍ଦ୍ରାପଡ଼ାରୁ 130, ଦେବଗଡ଼ରୁ 3, କନ୍ଧମାଳରୁ 32, ମାଲକାନଗିରିରୁ 78, ଢ଼େଙ୍କାନାଳରୁ 46, ବୌଦ୍ଧରୁ 32 ଓ ଷ୍ଟେଟ୍‌ ପୁଲ୍‌ରୁ 100 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • 14 from Ganjam
    9 from Jharsuguda
    3 from Deogarh
    3 from Nuapada
    100 from State Pool

    The total recovered cases of Odisha now stand at 894104

    — H & FW Dept Odisha (@HFWOdisha) July 5, 2021 " class="align-text-top noRightClick twitterSection" data=" ">

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.