ETV Bharat / city

ସୋମବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 2937 କୋରୋନା ଆକ୍ରାନ୍ତ

author img

By

Published : Jul 12, 2021, 6:42 PM IST

ରାଜ୍ୟରୁ ଦିନକରେ 2937 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 15 ହଜାର 400 ରେ ପହଞ୍ଚିଲା । ଅଧିକ ପଢନ୍ତୁ..

ସୋମବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 2937 କୋରୋନା ଆକ୍ରାନ୍ତ
ସୋମବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 2937 କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ମହାମାରୀ କୋରୋନାରୁ ସୋମବାର ରାଜ୍ୟରେ 2937 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 552 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 15 ହଜାର 400 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 2937 Covid patients have recovered and are being discharged on 12.07.2021

    552 from Khordha
    460 from Cuttack
    215 from Jajapur
    206 from Baleswar
    160 from Puri
    158 from Bhadrak
    157 from Mayurbhanj
    115 from Kendrapara
    115 from Nayagarh
    106 from Jagatsinghpur
    86 from Anugul

    — H & FW Dept Odisha (@HFWOdisha) July 12, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ 460, ପୁରୀରୁ 160, ବଲାଙ୍ଗୀରରୁ 28, ଝାରସୁଗୁଡ଼ାରୁ 16, ନୂଆପଡ଼ାରୁ 5, ବରଗଡ଼ରୁ 15, ନବରଙ୍ଗପୁରରୁ 24, ସମ୍ବଲପୁରରୁ 32, ଯାଜପୁରରୁ 215, କଳାହାଣ୍ଡିରୁ 21, ମୟୂରଭଞ୍ଜରୁ 157, ରାୟଗଡ଼ାରୁ 24, ଗଞ୍ଜାମରୁ 5, କେନ୍ଦୁଝରରୁ 38, ନୟାଗଡ଼ରୁ 115, ସୋନପୁରରୁ 13, ଜଗତସିଂହପୁରରୁ 106, କୋରାପୁଟରୁ 73, ବାଲେଶ୍ବରରୁ 206, ଭଦ୍ରକରୁ 158, ଗଜପତିରୁ 9, କେନ୍ଦ୍ରାପଡ଼ାରୁ 115, ଦେବଗଡ଼ରୁ 9, କନ୍ଧମାଳରୁ 12, ମାଲକାନଗିରିରୁ 45, ଢ଼େଙ୍କାନାଳରୁ 84, ବୌଦ୍ଧରୁ 5 ଓ ଷ୍ଟେଟ୍‌ ପୁଲ୍‌ରୁ 101 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • 5 from Boudh
    5 from Ganjam
    5 from Nuapada
    101 from State Pool

    The total recovered cases of Odisha now stand at 915400

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.