ETV Bharat / city

ସୋମବାର ରାଜ୍ୟରୁ ସୁସ୍ଥ ହେଲେ 2248 କୋରୋନା ଆକ୍ରାନ୍ତ

author img

By

Published : Jul 19, 2021, 7:53 PM IST

ରାଜ୍ୟରୁ ଦିନକରେ 2248 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 32 ହଜାର 666 ରେ ପହଞ୍ଚିଲା । ଅଧିକ ପଢନ୍ତୁ..

ସୋମବାର ରାଜ୍ୟରୁ ସୁସ୍ଥ ହେଲେ 2248 କୋରୋନା ଆକ୍ରାନ୍ତ
ସୋମବାର ରାଜ୍ୟରୁ ସୁସ୍ଥ ହେଲେ 2248 କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ମହାମାରୀ କୋରୋନାରୁ ସୋମବାର ରାଜ୍ୟରେ 2248 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 450 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ 32 ହଜାର 666 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 2248 Covid patients have recovered and are being discharged on 19.07.2021

    450 from Khordha
    284 from Cuttack
    163 from Jajapur
    161 from Mayurbhanj
    150 from Baleswar
    138 from Bhadrak
    124 from Puri
    108 from Jagatsinghpur
    92 from Anugul
    87 from Sundargarh
    78 from Nayagarh

    — H & FW Dept Odisha (@HFWOdisha) July 19, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ 284 , ପୁରୀରୁ 124, ବଲାଙ୍ଗୀରରୁ 1, ଝାରସୁଗୁଡ଼ାରୁ 5, ବରଗଡ଼ରୁ 10, ନବରଙ୍ଗପୁରରୁ 6, ସମ୍ବଲପୁରରୁ 10, ଯାଜପୁରରୁ 163, କଳାହାଣ୍ଡିରୁ 9, ମୟୂରଭଞ୍ଜରୁ 161, ରାୟଗଡ଼ାରୁ 28, ଗଞ୍ଜାମରୁ 7, କେନ୍ଦୁଝରରୁ 57, ନୟାଗଡ଼ରୁ 78, ସୋନପୁରରୁ 6, ଜଗତସିଂହପୁରରୁ 108, କୋରାପୁଟରୁ 24, ବାଲେଶ୍ବରରୁ 150, ଭଦ୍ରକରୁ 138, ଗଜପତିରୁ 4, କେନ୍ଦ୍ରାପଡ଼ାରୁ 27, ଦେବଗଡ଼ରୁ 5, କନ୍ଧମାଳରୁ 26, ମାଲକାନଗିରିରୁ 32, ଢ଼େଙ୍କାନାଳରୁ 71, ବୌଦ୍ଧରୁ 5 ଓ ଷ୍ଟେଟ୍‌ ପୁଲ୍‌ରୁ 76 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • 4 from Gajapati
    4 from Nuapada
    1 from Bolangir
    76 from State Pool

    The total recovered cases of Odisha now stand at 932666

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.