ETV Bharat / city

ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 2317 କୋରୋନା ଆକ୍ରାନ୍ତ - କୋରୋନା ସୁସ୍ଥ

ରାଜ୍ୟରୁ ଦିନକରେ ୨୩୧୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 2୫ ହଜାର ୫୨୬ରେ ପହଞ୍ଚିଲା । ଅଧିକ ପଢନ୍ତୁ..

ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 2317 କୋରୋନା ଆକ୍ରାନ୍ତ

author img

By

Published : Jul 16, 2021, 7:26 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ଶୁକ୍ରବାର ରାଜ୍ୟରେ ୨୩୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 480 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 25ହଜାର 526 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 2317 Covid patients have recovered and are being discharged on 16.07.2021

    480 from Khordha
    450 from Cuttack
    150 from Puri
    149 from Baleswar
    122 from Mayurbhanj
    99 from Jajapur
    96 from Jagatsinghpur
    93 from Bhadrak
    72 from Nayagarh
    60 from Keonjhar
    58 from Anugul

    — H & FW Dept Odisha (@HFWOdisha) July 16, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ 450, ପୁରୀରୁ 150, ବଲାଙ୍ଗୀରରୁ 2, ଝାରସୁଗୁଡ଼ାରୁ 10, ନୂଆପଡ଼ାରୁ 1, ବରଗଡ଼ରୁ 3, ନବରଙ୍ଗପୁରରୁ 5, ସମ୍ବଲପୁରରୁ 24, ଯାଜପୁରରୁ 99, କଳାହାଣ୍ଡିରୁ 8, ମୟୂରଭଞ୍ଜରୁ 122, ରାୟଗଡ଼ାରୁ 38, ଗଞ୍ଜାମରୁ 6, କେନ୍ଦୁଝରରୁ 60, ନୟାଗଡ଼ରୁ 72, ସୋନପୁରରୁ 12, ଜଗତସିଂହପୁରରୁ 96, କୋରାପୁଟରୁ 42, ବାଲେଶ୍ବରରୁ 149, ଭଦ୍ରକରୁ 93, ଗଜପତିରୁ 3, କେନ୍ଦ୍ରାପଡ଼ାରୁ 56, ଦେବଗଡ଼ରୁ 4, କନ୍ଧମାଳରୁ 23, ମାଲକାନଗିରିରୁ 34, ଢ଼େଙ୍କାନାଳରୁ 48, ବୌଦ୍ଧରୁ 11 ଓ ଷ୍ଟେଟ୍‌ ପୁଲ୍‌ରୁ 101 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • 3 from Gajapati
    2 from Bolangir
    1 from Nuapada
    101 from State Pool

    The total recovered cases of Odisha now stand at 925526

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.