ETV Bharat / city

15 to 18 Age Group Vaccination: ପ୍ରଥମ ଦିନରେ 80 ହଜାର ନେଲେ ଟିକା

author img

By

Published : Jan 3, 2022, 10:46 PM IST

ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି 15ରୁ 18 ବର୍ଷ ବର୍ଗର ଟୀକାକରଣ । ପ୍ରଥମ ଦିନରେ କିଶୋର କିଶୋରୀ ମନେ ଟିକା ନେଇଛନ୍ତି 80ହଜାର 129 ଡୋଜ । ରାଜ୍ୟରେ 3 ହଜାର 204ଟି ଟୀକାକରଣ କେନ୍ଦ୍ର କରାଯାଇଥିବାବେଳେ ରାଜ୍ୟରେ 2 ଲକ୍ଷ 86 ହଜାର 640 ଡୋଜ ଟୀକାକରଣ କରାଯାଇଛି । ଅଧିକ ପଢନ୍ତୁ

15 to 18 age group vaccination: ପ୍ରଥମ ଦିନରେ 80 ହଜାର ନେଲେ ଟିକା

ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି 15ରୁ 18 ବର୍ଷ ବର୍ଗର ଟୀକାକରଣ । ପ୍ରଥମ ଦିନରେ କିଶୋର କିଶୋରୀ ମାନେ ଟିକା ନେଇଛନ୍ତି 80 ହଜାର 129 ଡୋଜ । ରାଜ୍ୟରେ 3 ହଜାର 204ଟି ଟୀକାକରଣ କେନ୍ଦ୍ର କରାଯାଇଥିବାବେଳେ ରାଜ୍ୟରେ 2 ଲକ୍ଷ 86 ହଜାର 640 ଡୋଜ ଟୀକାକରଣ କରାଯାଇଛି ।

ତେବେ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, 18 ବର୍ଷରୁ 44 ବର୍ଷ ବର୍ଗ ପ୍ରଥମ ଡୋଜ ନେଇଛନ୍ତି 59 ହଜାର 261 ଓ ଦ୍ୱିତୀୟ ଡୋଜ ନେଇଛନ୍ତି 89 ହଜାର 522 ଡୋଜ । ତେବେ 45ରୁ ଊର୍ଦ୍ଧ୍ବ ବର୍ଗ ପ୍ରଥମ ଡୋଜ ଟିକା ନେଇଛନ୍ତି 11ହଜାର 763 ଓ ଦ୍ୱିତୀୟ ଡୋଜ ନେଇଛନ୍ତି 45 ହଜାର 540 ଜଣ । ରାଜ୍ୟରେ କୋଭିସିଲଡ଼ 1 ଲକ୍ଷ 56 ହଜାର 890 ଡୋଜ ଦିଆଯାଇଥିବାବେଳେ କୋଭାକ୍ସିନ ଟିକା ନେଇଛନ୍ତି 1 ଲକ୍ଷ 29ହଜାର 750 । ତେବେ ରାଜ୍ୟରେ ମୋଟ ଟୀକାକରଣ କରାଯାଇଛି 2 ଲକ୍ଷ 86 ହଜାର 640 । ତେବେ ରାଜ୍ୟରେ ମୋଟ ଟିକା ନେଇଛନ୍ତି 5 କୋଟି 6 ଲକ୍ଷ 70 ହଜାର ଜଣ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.