ETV Bharat / city

ଭଲ ଖବର: 24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 1630 ଆକ୍ରାନ୍ତ - Health & Family Welfare Department

ରାଜ୍ୟରୁ ଆଜି ଦିନକରେ 1630 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ୯ ଲକ୍ଷ 63 ହଜାର 718ରେ ପହଞ୍ଚିଲା । ଅଧିକ ପଢନ୍ତୁ...

24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 1630 କୋରୋନା ଆକ୍ରାନ୍ତ

author img

By

Published : Aug 4, 2021, 7:23 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ରବିବାର ରାଜ୍ୟରେ 1630 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 329 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ 63 ହଜାର 718 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • 3 from Nuapada
    2 from Bolangir
    2 from Boudh
    71 from State Pool

    The total recovered cases of Odisha now stand at 963718

    — H & FW Dept Odisha (@HFWOdisha) August 4, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୧୭୬, ପୁରୀରୁ ୯୦, ବଲାଙ୍ଗୀରରୁ ୨, ବରଗଡ଼ରୁ ୧୦, ନବରଙ୍ଗପୁରରୁ ୧୦, ସମ୍ବଲପୁରରୁ ୧୨, ଯାଜପୁରରୁ ୭୭, କଳାହାଣ୍ଡିରୁ ୫, ମୟୂରଭଞ୍ଜରୁ ୪୬, ରାୟଗଡ଼ାରୁ ୨୧, ଗଞ୍ଜାମରୁ ୯, କେନ୍ଦୁଝରରୁ ୧୮, ନୟାଗଡ଼ରୁ ୩୧, ସୋନପୁରରୁ ୮, ଜଗତସିଂହପୁରରୁ ୮୭, କୋରାପୁଟରୁ ୭୩, ବାଲେଶ୍ବରରୁ ୧୨୯, ଭଦ୍ରକରୁ ୬୯, ଗଜପତିରୁ ୬, କେନ୍ଦ୍ରାପଡ଼ାରୁ ୧୪୮, ଦେବଗଡ଼ରୁ ୮, କନ୍ଧମାଳରୁ ୨୭, ମାଲକାନଗିରିରୁ ୪, ଢ଼େଙ୍କାନାଳରୁ ୫୫, ବୌଦ୍ଧରୁ ୨ ଓ ଷ୍ଟେଟ୍‌ ପୁଲ୍‌ରୁ ୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.