ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 1558 କୋରୋନା ଆକ୍ରାନ୍ତ - Health & Family welfare Department

ରାଜ୍ୟରୁ ଦିନକରେ 1558 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 66 ହଜାର 928ରେ ପହଞ୍ଚିଲା । ଅଧିକ ପଢନ୍ତୁ..

ଆଜି ରାଜ୍ୟରୁ ସୁସ୍ଥ ହେଲେ 1558 କୋରୋନା ଆକ୍ରାନ୍ତ

author img

By

Published : Aug 6, 2021, 7:45 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ଶୁକ୍ରବାର ରାଜ୍ୟରେ 1558 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 482 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 66 ହଜାର 928 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • 4 from Ganjam
    4 from Malkangiri
    2 from Nuapada
    71 from State Pool

    The total recovered cases of Odisha now stand at 966928

    — H & FW Dept Odisha (@HFWOdisha) August 6, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୨୧୮, ପୁରୀରୁ ୧୨୧, ବଲାଙ୍ଗୀରରୁ ୫, ବରଗଡ଼ରୁ ୬, ନବରଙ୍ଗପୁରରୁ ୨୧, ସମ୍ବଲପୁରରୁ ୧୩, ଯାଜପୁରରୁ ୮୫, କଳାହାଣ୍ଡିରୁ ୧୨, ମୟୂରଭଞ୍ଜରୁ ୪୬, ରାୟଗଡ଼ାରୁ ୧୬, ଗଞ୍ଜାମରୁ ୪, କେନ୍ଦୁଝରରୁ ୧୮, ନୟାଗଡ଼ରୁ ୪୦, ସୋନପୁରରୁ ୧୫, ଜଗତସିଂହପୁରରୁ ୮୪, କୋରାପୁଟରୁ ୫, ବାଲେଶ୍ବରରୁ ୮୭, ଭଦ୍ରକରୁ ୬୨, ଗଜପତିରୁ ୬, କେନ୍ଦ୍ରାପଡ଼ାରୁ ୩୫, ଦେବଗଡ଼ରୁ ୯, କନ୍ଧମାଳରୁ ୮, ମାଲକାନଗିରିରୁ ୪, ଢ଼େଙ୍କାନାଳରୁ ୨୬ ଓ ଷ୍ଟେଟ୍‌ ପୁଲ୍‌ରୁ ୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.