ETV Bharat / city

ତଳ ମୁହାଁ କୋରୋନା ମିଟର, ରାଜ୍ୟରେ 24 ଘଣ୍ଟାରେ 1494 ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟର 30 ଜିଲ୍ଲାରେ 1494 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ହୋମ କ୍ବାରେନଣ୍ଟାଇନରୁ 867 ଜଣ ଥିବାବେଳେ 627 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 6, 2020, 12:04 PM IST

ତଳ ମୁହାଁ କୋରୋନା ମିଟର, ରାଜ୍ୟରେ 24 ଘଣ୍ଟାରେ 1494 ଚିହ୍ନଟ
ତଳ ମୁହାଁ କୋରୋନା ମିଟର, ରାଜ୍ୟରେ 24 ଘଣ୍ଟାରେ 1494 ଚିହ୍ନଟ

ଭୁବନେଶ୍ବର: ଦେଶରେ ଧୀରେ ଧୀରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଗତ 24 ଘଣ୍ଟାରେ ରାଜ୍ୟର 30 ଜିଲ୍ଲାରେ 1494 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଗତ କିଛି ଦିନ ହେବ ରାଜ୍ୟରେ ଦୈନିକ 2 ହଜାର ତଳକୁ ରହୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜିର ଚିହ୍ନଟ 1494 ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେନଣ୍ଟାଇନରୁ 867 ଜଣ ଥିବାବେଳେ 627 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।

ସେହିପରି 30ଟି ଜିଲ୍ଲାରୁ ଖୋର୍ଦ୍ଧାରେ ସର୍ବାଧିକ 153 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ଯଥା କଟକରେ 112, ଅନୁଗୋଳରେ 83, ବାଲେଶ୍ୱରରେ 102, ବରଗଡରେ 54, ଭଦ୍ରକରେ 19, ବଲାଙ୍ଗୀରରେ 79, ବୌଦ୍ଧରେ 16, ଢେଙ୍କାନାଳରେ 28, ଗଞ୍ଜାମରେ 26, ଗଜପତିରେ 6, ଦେଓଗଡରେ 5, ଜଗତସିଂହପୁରରେ 60, ଯାଜପୁରରେ 37, ଝାରସୁଗୁଡ଼ାରେ 38, କଳାହାଣ୍ଡିରେ 35, କନ୍ଧମାଳରେ 12, କେନ୍ଦ୍ରାପଡାରେ 56, କେନ୍ଦୁଝରରେ 69, କୋରାପୁଟରେ 21, ମାଲକାନଗିରିରେ 18 , ମୟୂରଭଞ୍ଜରେ 93, ନବରଙ୍ଗପୁରରେ 32, ନୟାଗଡରେ 34 , ନୂଆପଡାରେ 55, ପୁରୀରେ 63, ରାୟଗଡାରେ 11, ସମ୍ବଲପୁରରେ 39, ସୋନପୁରରେ 12, ସୁନ୍ଦରଗଡରେ 96 ଏବଂ ଷ୍ଟେଟ ପୋଲରୁ 30 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2,98,768କୁ ବୃଦ୍ଧି ପାଇଥିବାବେଳେ 283533 ଜଣ ସୁସ୍ଥ ହୋଇଛନ୍ତି । ଏଥିସହ 13,789ଟି ମାମଲା ଏବେ ବି ସକ୍ରିୟ ରହିଛି । ଏଯାବତ ରାଜ୍ୟରେ 48,38,124 ଜଣଙ୍କ ଟେଷ୍ଟ ହୋଇସାରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.