ETV Bharat / city

24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 3358 କୋରୋନା ଆକ୍ରାନ୍ତ - ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ରାଜ୍ୟରୁ ଦିନକରେ 3358 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 8 ଲକ୍ଷ 90 ହଜାର 778 ରେ ପହଞ୍ଚିଲା । ଅଧିକ ପଢନ୍ତୁ..

24ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 3358 କୋରୋନା ଆକ୍ରାନ୍ତ

author img

By

Published : Jul 4, 2021, 8:02 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ରବିବାର ରାଜ୍ୟରେ 3358 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ କଟକରୁ 484 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ 90 ହଜାର 778 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 3358 Covid patients have recovered and are being discharged on 04.07.2021

    484 from Cuttack
    386 from Khordha
    290 from Jajapur
    278 from Baleswar
    229 from Puri
    197 from Mayurbhanj
    174 from Nayagarh
    145 from Jagatsinghpur
    136 from Bhadrak
    110 from Anugul
    110 from Kendrapara

    — H & FW Dept Odisha (@HFWOdisha) July 4, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 386, ପୁରୀରୁ 229, ବଲାଙ୍ଗୀରରୁ 31, ଝାରସୁଗୁଡ଼ାରୁ 6, ନୂଆପଡ଼ାରୁ 7, ବରଗଡ଼ରୁ 26, ନବରଙ୍ଗପୁରରୁ 49, ସମ୍ବଲପୁରରୁ 25, ଯାଜପୁରରୁ 290, କଳାହାଣ୍ଡିରୁ 33, ମୟୂରଭଞ୍ଜରୁ 197, ରାୟଗଡ଼ାରୁ 80, ଗଞ୍ଜାମରୁ 13, କେନ୍ଦୁଝରରୁ 93, ନୟାଗଡ଼ରୁ 174, ସୋନପୁରରୁ 21, ଜଗତସିଂହପୁରରୁ 145, କୋରାପୁଟରୁ 66, ବାଲେଶ୍ବରରୁ 278, ଭଦ୍ରକରୁ 136, ଗଜପତିରୁ 16, କେନ୍ଦ୍ରାପଡ଼ାରୁ 110, ଦେବଗଡ଼ରୁ 5, କନ୍ଧମାଳରୁ 43, ମାଲକାନଗିରିରୁ 50, ଢ଼େଙ୍କାନାଳରୁ 105, ବୌଦ୍ଧରୁ 18 ଓ ଷ୍ଟେଟ୍‌ ପୁଲ୍‌ରୁ 65 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

  • 7 from Nuapada
    6 from Jharsuguda
    5 from Deogarh
    65 from State Pool

    The total recovered cases of Odisha now stand at 890778

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.