ETV Bharat / city

Cabinet Meeting: ଆଜି ରାଜ୍ୟ କ୍ୟାବିନେଟ, ବଡ ପ୍ରସ୍ତାବ ଉପରେ ବାଜିବ ମୋହର !

author img

By

Published : Jan 4, 2022, 8:06 PM IST

Updated : Jan 5, 2022, 8:14 AM IST

ଆଜି (ବୁଧବାର) ପୂର୍ବାହ୍ନରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଏକାଧିକ ପ୍ରସ୍ତାବ ଆସିବାରେ ସମ୍ଭାବନା ରହିଛି । ଅଧିକ ପଢନ୍ତୁ

Cabinet meeting
Cabinet meeting

ଭୁବନେଶ୍ବର: ଆଜି (ବୁଧବାର) ପୂର୍ବାହ୍ନରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଏକାଧିକ ପ୍ରସ୍ତାବ ଆସିବାରେ ସମ୍ଭାବନା ରହିଛି ।

ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ସରକାର କ୍ୟାବିନେଟର ମଞ୍ଜୁର ପାଇଁ ଆଗତ କରିପାରନ୍ତି । ତେବେ ନିର୍ଦ୍ଦିଷ୍ଟ ଭାବେ କ୍ୟାବିନେଟରେ କେଉଁ କେଉଁ ପ୍ରସ୍ତାବ ଆସିବ ତାହାର କୌଣସି ଏଜେଣ୍ଡା ମନ୍ତ୍ରୀ ମାନଙ୍କୁ ଦିଆଯାଇନାହିଁ ।

ପୂ୍ର୍ବାହ୍ନ 11.45 ରେ ବସିବାକୁ ଥିବା କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଅଧ୍ୟକ୍ଷତା କରିବେ । ସେହିପରି ଭୁବନେଶ୍ବରରେ ଥିବା ମନ୍ତ୍ରୀ ମାନେ ଲୋକସେବା ଭବନରୁ ଓ ଜିଲ୍ଲାରେ ଥିବା ମନ୍ତ୍ରୀ ମାନେ ଜିଲ୍ଲାସ୍ତରୀୟ ସମ୍ମିଳନୀ କକ୍ଷରୁ ଉପସ୍ଥିତ ରହିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jan 5, 2022, 8:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.