ETV Bharat / city

BJPର ମିଶନ ୨୦୨୪, ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

author img

By

Published : Jun 28, 2022, 2:00 PM IST

2024 ସାଧାରଣ ନିର୍ବାଚନ ଲାଗି ରାଜ୍ୟ ବିଜେପିର ପ୍ରସ୍ତୁତି । ରାଜ୍ୟ କାର୍ଯ୍ୟାଳୟରେ 12ଟି ସଂସଦୀୟ କ୍ଷେତ୍ରର ପ୍ରବାସ କାର୍ଯ୍ୟକର୍ତ୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ

BJP  ଫୋକସରେ ୨୦୨୪ ସାଧାରଣ ନିର୍ବାଚନ, ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୁର୍ଣ ବୈଠକBJP  ଫୋକସରେ ୨୦୨୪ ସାଧାରଣ ନିର୍ବାଚନ, ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୁର୍ଣ ବୈଠକ
BJP ଫୋକସରେ ୨୦୨୪ ସାଧାରଣ ନିର୍ବାଚନ, ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୁର୍ଣ ବୈଠକ

ଭୁବନେଶ୍ବର: 2024 ସାଧାରଣ ନିର୍ବାଚନ ଲାଗି ରାଜ୍ୟ ବିଜେପିର ପ୍ରସ୍ତୁତି । ରାଜ୍ୟ କାର୍ଯ୍ୟାଳୟରେ 12ଟି ସଂସଦୀୟ କ୍ଷେତ୍ରର ପ୍ରବାସ କାର୍ଯ୍ୟକର୍ତ୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଜେପି ରାଷ୍ଟ୍ରୀୟ ସଚିବ ହରିଶ ଦ୍ବିବେଦୀ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଯାଇଛି । 2019 ବିଧାନସଭା ନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କରିଥିବା ବେଳେ ଆଗାମୀ ନିର୍ବାଚନରେ ପରାଜିତ ହୋଇଥିବା ସଂସଦୀୟ କ୍ଷେତ୍ର ଉପରେ ବିଜେପିର ଫୋକସ ରହିଛି । ଏଥିପାଇଁ ସଂସଦୀୟ କ୍ଷେତ୍ର ଗୁଡିକୁ ସାଂସଦ ଏବଂ ବିଭିନ୍ନ ସମୟରେ ପରିଦର୍ଶନ କରିବେ କେନ୍ଦ୍ର ମନ୍ତ୍ରୀ ।

2024 ନିର୍ବାଚନରେ କିଭଳି ବିଜେପି ବିଜୟ ଲାଭ କରିବ ଏବଂ ତୃଣମୃଣ ସ୍ତରରୁ ସଂଗଠନ କିଭଳି ସୁଦୃଢ କରାଯିବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ଦଳ । ମଙ୍ଗଳବାର ଅପରାହ୍ନରେ ରାଜ୍ୟ ବିଜେପିର ପଦାଧିକାରୀ ବୈଠକ ଅନୁଷ୍ଠିତ ହେବ ଏବଂ ପରେ ଜିଲ୍ଲା ସଭାପତି ଓ ପ୍ରଭାରୀ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.