ETV Bharat / city

ଭସାଣି ପୂର୍ବ ପ୍ରସ୍ତୁତି: 4 କୁତ୍ରିମ ପୋଖରୀରେ ମା' ଦୁର୍ଗାଙ୍କ ବିସର୍ଜନ

author img

By

Published : Oct 7, 2019, 2:20 PM IST

ମାଆଙ୍କ ମୂର୍ତ୍ତି ବିସର୍ଜନ ପାଇଁ ବିଏମସି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼ ୪ଟି କୁତ୍ରିମ ପୋଖରୀ ତିଆରି କରିଛି ।

କୁତ୍ରିମ ପୋଖରୀରେ ବିସର୍ଜନ ହେବେ ଦୁର୍ଗତୀ ନାସିନୀ ମା’ ଦୁର୍ଗା

ଭୁବନେଶ୍ବର: ଏଥର ଦୁର୍ଗାପୂଜା ବିସର୍ଜନକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଏମସି ପକ୍ଷରୁ ନିଆଯାଇଛି ନୂତନ ପଦକ୍ଷେପ । ବିସର୍ଜନ ପାଇଁ ବିଏମସି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼ ୪ଟି କୁତ୍ରିମ ପୋଖରୀ ତିଆରି କରିଛି । ଭୁବନେଶ୍ବର କଟକକୁ ସଂଯୋଗ କରୁଥିବା କୁଆଖିଆ ନଦୀ ବ୍ରିଜ ଏବଂ ଭୁବନେଶ୍ବର ପୁରୀ ରାସ୍ତାରେ ଦୟା ନଦୀ ବ୍ରିଜର ଉଭୟ ପାର୍ଶ୍ବରେ ଦୁଇଟି କୁତ୍ରିମ ପୋଖରୀ ନିର୍ମାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ବିଏମସି ସିଟି ଇଞ୍ଜିନିୟର ଦେବ ସୁନ୍ଦର ମହାପାତ୍ର ।

କୁତ୍ରିମ ପୋଖରୀରେ ବିସର୍ଜନ ହେବେ ଦୁର୍ଗତୀ ନାସିନୀ ମା’ ଦୁର୍ଗା

ଭସାଣି ସମୟରେ ରାତି ତମାମ ବିଏମସି ଅଧିକାରୀ ପରିଚାଳନା କରିବେ । ଏସ୍କ୍ବାଭେଟର ମାଧ୍ୟମରେ ବିସର୍ଜିତ ମୂର୍ତ୍ତିର କୁଟା, ରଙ୍ଗ ପାଣିକୁ ସୈନିକ ସ୍କୁଲ ପାଖ ଟିଟିଏସ କେନ୍ଦ୍ରକୁ ପଠାଯିବ । ଅକ୍ଟୋବର ୫ ରୁ ମା’ ଦୁର୍ଗାଙ୍କର ସପ୍ତମୀ ପୂଜା ଆରମ୍ଭ ହୋଇଛି ଓ ୯ ତାରିଖରେ ଭସାଣି ହେବ। ଏଥର ଭସାଣିକୁ ସୁବ୍ୟବସ୍ଥିତ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ବିଏମସି ପକ୍ଷରୁ ମଧ୍ୟ ଦୁର୍ଗାଙ୍କ ଭସାଣି ପାଇଁ ନିଆରା ପ୍ରୟାସ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:କୁତ୍ରିମ ପୋଖରୀରେ ବିସର୍ଜନ ହେବେ ଦୁର୍ଗତି ନାସିନୀ ମା ଦୁର୍ଗା।

Body:ଏଥର ଦୁର୍ଗାପୂଜା ବିସର୍ଜନ କୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଏମସି ପକ୍ଷରୁ ନିଆଯାଇଛି ପଦକ୍ଷେପ।ବିସର୍ଜନ ପାଇଁ ବିଏମସି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼ ୪ଟି କୁତ୍ରିମ ପୋଖରୀ ତିଆରି କରିଛି। ଭୁବନେଶ୍ୱର କଟକକୁ ସଂଯୋଗ କରୁଥିବା କୁଆଖିଆ ନଦୀ ବ୍ରିଜର ଉଭୟ ପାର୍ଶ୍ୱରେ ଦୁଇଟି କୁତ୍ରିମ ପୋଖରୀ ଏବଂ ଭୁବନେଶ୍ୱର ପୁରୀ ରାସ୍ତାରେ ଦୟା ନଦୀ ବ୍ରିଜ ଉଭୟ ପାର୍ଶ୍ୱରେ ଦୁଇଟି କୁତ୍ରିମ ପୋଖରୀ ନିର୍ମାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ବିଏମସି ସିଟି ଇଂଜିନିୟର ଦେବ ସୁନ୍ଦର ମହାପାତ୍ର। ଭାଷାଣି ସମୟରେ ରାତି ତମାମ ବିଏମସି ଅଧିକାରୀ ପରିଚାଳନା କରିବେ ଏସ୍କ୍ୱାଭେଟର ମାଧ୍ୟମରେ ବିସର୍ଜିତ ମୂର୍ତ୍ତିର କୁଟା, ରଙ୍ଗ ପାଣି କୁ ସୈନିକ ସ୍କୁଲ ପାଖ ଟିଟିଏସ କେନ୍ଦ୍ର କୁ ପଠାଯିବ।

ଆସନ୍ତା ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ ଦୁର୍ଗତି ନାସିନୀ ମା ଦୁର୍ଗାଙ୍କର ସପ୍ତମୀ ପୂଜା ଆରମ୍ଭ ହୋଇଛି ,୯ ତାରିଖରେ ଭାଷାଣି ହେବ।ତେବେ ଏଥର ଭାଷାଣି କୁ ସୁବ୍ୟବସ୍ଥିତ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ବିଏମସି ପକ୍ଷରୁ ଦୁର୍ଗାଙ୍କ ଭାଷାଣି ପାଇଁ କୁତ୍ରିମ ପୋଖରୀ ନିର୍ମାଣ କରାଯାଇଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.