ETV Bharat / city

ଦରକାର ପଡିଲେ ଲାଗୁ ହେବ 'ଦିନ କର୍ଫ୍ୟୁ': ସ୍ବାସ୍ଥ୍ୟମନ୍ତ୍ରୀ - Health Minister Naba Das

'ଦରକାର ପଡିଲେ ଦିନରେ ଲାଗୁ କରାଯିବ କର୍ଫ୍ୟୁ । କୋଭିଡ଼ ସ୍ଥିତି ପରଖିବା ପାଇଁ ସୀମାବର୍ତ୍ତୀ ଅଞ୍ଚଳରେ ଆମ ପର୍ଯ୍ୟବେକ୍ଷକ ଗସ୍ତ କରିଛନ୍ତି। ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି'। ଅଧିକ ପଢନ୍ତୁ...

ଦରକାର ପଡିଲେ ହେବ 'ଦିନ କର୍ଫ୍ୟୁ'
ଦରକାର ପଡିଲେ ହେବ 'ଦିନ କର୍ଫ୍ୟୁ'
author img

By

Published : Apr 5, 2021, 12:47 PM IST

Updated : Apr 5, 2021, 1:33 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା । 'ଦରକାର ପଡିଲେ ଦିନରେ ଲାଗୁ କରାଯିବ କର୍ଫ୍ୟୁ । କୋଭିଡ଼ ସ୍ଥିତି ପରଖିବା ପାଇଁ ସୀମାବର୍ତ୍ତୀ ଅଞ୍ଚଳରେ ଆମ ପର୍ଯ୍ୟବେକ୍ଷକ ଗସ୍ତ କରି ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି'।

ଟେଷ୍ଟିଂ କେମିତି ବଢ଼ିବ ତାଉପରେ ଗୁରୁତ୍ବ ଦିଆଯାଉଛି। ସ୍କୁଲ ଏୟାରପୋର୍ଟ, ରେଲୱେ ଷ୍ଟେସନରେ କୋଭିଡ଼ ସଂକ୍ରମଣ ବୃଦ୍ଧି ହେଉଛି । ସେଥିପାଇଁ ଆମକୁ ଅଧିକ ଗୁରୁତ୍ବ ଦେବାକୁ ପଡିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

ଦରକାର ପଡିଲେ ଲାଗୁ ହେବ 'ଦିନ କର୍ଫ୍ୟୁ'

ଏହାସହ ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଦରକାର ପଡ଼ିଲେ ରାତ୍ରି କର୍ଫ୍ୟୁ ସରକାର ଅନୁମତି ଲୋଡିପାରିବେ । ରିପୋର୍ଟ ପଠାଇ ସରକାରଙ୍କ ଠାରୁ ଅନୁମତି ନେଇପାରିବେ । ସେହିପରି ବାଚସ୍ପତିଙ୍କ କଥାକୁ ଦୋହରାଇଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଆବଶ୍ୟକ ପଡିଲେ ଦିନରେ ବି କର୍ଫ୍ୟୁ କରାଯିବ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Apr 5, 2021, 1:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.