ETV Bharat / city

AIEEA-2020 ଫଳାଫଳ: ଓଡିଆ ଡାକ୍ତର ବିଶ୍ଵଦୀପ ଜେନା ପିଏଚଡି ଏଣ୍ଟ୍ରାନ୍ସ ଟପ୍ପର - AIEEA Results

ସର୍ବଭାରତୀୟ କୃଷି ଗବେଷଣା କେନ୍ଦ୍ର (ICAR) ଜାତୀୟସ୍ତରର ଏଣ୍ଚ୍ରାନ୍ସ AIEEAର ପରୀକ୍ଷା ଫଳ ଘୋଷଣା । ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କଲେ ଡ. ବିଶ୍ୱଦୀପ ଜେନା । ଅଧିକ ପଢନ୍ତୁ...

ICAR AIEEA 2020 Result
ସର୍ବଭାରତୀୟ କୃଷି ଗବେଷଣା କେନ୍ଦ୍ର AIEEAର ପରୀକ୍ଷାରେ ପ୍ରଥମ ହେଲେ ଓଡିଆ ଡାକ୍ତର
author img

By

Published : Nov 7, 2020, 6:11 PM IST

ଭୁବନେଶ୍ୱର: ସର୍ବଭାରତୀୟ କୃଷି ଗବେଷଣା କେନ୍ଦ୍ର (ICAR)ର ଜାତୀୟ ସ୍ତରର ଏଣ୍ଚ୍ରାନ୍ସ ପରୀକ୍ଷା (AIEEA)ର ଫଳାଫଳ ଘୋଷଣା । ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜର ସର୍ଜରୀ ବିଭାଗର ସହକାରୀ ପ୍ରାଧ୍ୟାପକ ଡାକ୍ତର ବିଶ୍ଵଦୀପ ଜେନା ଚଳିତ ବର୍ଷର ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା ପରିଷଦ ଆନୁକୂଲ୍ୟରେ ହୋଇଥିବା ପିଏଚଡ଼ି ଏଣ୍ଟ୍ରାନ୍ସ ପରୀକ୍ଷାରେ ସାଧାରଣ ବର୍ଗରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ICAR AIEEA 2020 Result
ସର୍ବଭାରତୀୟ କୃଷି ଗବେଷଣା କେନ୍ଦ୍ର AIEEAର ପରୀକ୍ଷାରେ ପ୍ରଥମ ହେଲେ ଓଡିଆ ଡାକ୍ତର

ଭାରତର ଯେ କୌଣସି ସରୀସୃପ ପାଇଁ ସିଟି ସ୍କାନ କରିବାରେ ଡାକ୍ତର ବିଶ୍ଵଦୀପ ଦେଶରେ ପ୍ରଥମ ବ୍ୟକ୍ତି ହୋଇଥିଲେ । ସେହିପରି ସାପ ମାନଙ୍କ ଚିକିତ୍ସା ପାଇଁ ବଣ୍ୟ ପ୍ରାଣୀ ସର୍ଜରୀରେ ଜାତୀୟ ସମ୍ମିଳନୀରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ସେ ବର୍ତ୍ତମାନ ଭୁବନେଶ୍ୱରର ଓଡିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ଅଧୀନରେ କାର୍ଯ୍ୟ କରୁଛନ୍ତି । ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟରେ ପ୍ରାଣୀ ଚିକିତ୍ସା ସର୍ଜରୀ ଏବଂ ରେଡିଓଲୋଜିର ସହକାରୀ ପ୍ରଫେସର ଭାବରେ କାର୍ଯ୍ୟ କରୁଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.