ETV Bharat / city

IAS ସ୍ତରରେ ଅଦଳବଦଳ, ମଧୁସୂଦନ ମିଶ୍ରଙ୍କୁ ଅତିରିକ୍ତ ସଚିବ ପଦ

ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ସ୍ତରରେ ଶୁକ୍ରବାର ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । 2005 ମସିହା ବ୍ୟାଚ୍‍ ଆଇଏଏସ୍‍ ମଧୁସୂଦନ ମିଶ୍ରଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

ଫାଇଲ ଫଟୋ
author img

By

Published : Sep 14, 2019, 2:09 AM IST

ଭୁବନେଶ୍ବର: ରାଜ୍ୟରେ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । 2005 ମସିହା ବ୍ୟାଚ୍‍ ଆଇଏଏସ୍‍ ମଧୁସୂଦନ ମିଶ୍ରଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ୨୦୦୬ ବ୍ୟାଚ୍‍ ଆଇଏଏସ ପାର୍ଥ ସାରଥୀ ମିଶ୍ରଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ମିଳିଛି ।

ias-reshuffle-in-odisha-on-friday
ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର

୨୦୧୫ ବ୍ୟାଚ୍‍ ଆଇଏଏସ୍‍ ଲିଙ୍ଗରାଜ ପଣ୍ଡାଙ୍କୁ ସମ୍ବଲପୁର ଏଡିଏମ୍‍ ଭାବେ ଅବସ୍ଥାପିତ କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

ଭୁବନେଶ୍ୱର () ଆଇଏଏସ୍‍ ଅଫିସର ସ୍ତରରେ ଛୋଟିଆ ଅଦଳ ବଦଳ । ୨୦୦୫ ବ୍ୟାଚ୍‍ ଆଇଏଏସ୍‍ ମଧୁସୂଦନ ମିଶ୍ରଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ୨୦୦୬ ବ୍ୟାଚ୍‍ ଆଇଏଏସ୍‍ ପାର୍ଥ ସାରଥୀ ମିଶ୍ରଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ମିଳିଛି । 
୨୦୧୫ ବ୍ୟାଚ୍‍ ଆଇଏଏସ୍‍ ଲିଙ୍ଗରାଜ ପଣ୍ଡାଙ୍କୁ ସମ୍ବଲପୁର ଏଡିଏମ୍‍ ଭାବେ ଅବସ୍ଥାପିତ କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.