ETV Bharat / city

OSSCର ନୂଆ ଅଧ୍ୟକ୍ଷ ହେଲେ ନିର୍ମଳ ଚନ୍ଦ୍ର ମିଶ୍ର - new chairman of OSSC

ଓଏସଏସସିର ନୂଆ ଅଧ୍ୟକ୍ଷ ହେଲେ ଆଇଏଏସ ଅଫିସର ନିର୍ମଳ ଚନ୍ଦ୍ର ମିଶ୍ର । 2005 ମସିହା ବ୍ୟାଚ୍‌ର ଆଇଏଏସ ନିର୍ମଳ ଚନ୍ଦ୍ର ମିଶ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 23, 2019, 9:07 PM IST

ଭୁବନେଶ୍ବର: ଓଏସଏସସି (ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ)ର ନୂଆ ଅଧ୍ୟକ୍ଷ ହେଲେ ଆଇଏଏସ ଅଫିସର ନିର୍ମଳ ଚନ୍ଦ୍ର ମିଶ୍ର । ବର୍ତ୍ତମାନର ଅଧ୍ୟକ୍ଷ ମେଜର ଜେନେରାଲ ଡ. ଭବାନୀ ଶଙ୍କର ଦାସଙ୍କ କାର୍ଯ୍ୟକାଳ ସରିବା ପରେ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି ।

2005 ମସିହା ବ୍ୟାଚ୍‌ର ଆଇଏଏସ ନିର୍ମଳ ଚନ୍ଦ୍ର ମିଶ୍ର । ଓଏସଏସସିର ଅଧ୍ୟକ୍ଷ ଦାୟିତ୍ବ ମିଳିବା ପୂର୍ବରୁ ନିର୍ମଳ ମିଶ୍ର ପର୍ଯ୍ୟଟନ ଓ ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଉଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:IAS ଅଫିସର ନିର୍ମଳ ମିଶ୍ର ହେଲେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷ। ବର୍ତ୍ତମାନର ଅଧ୍ୟକ୍ଷ ମେଜର ଜେନେରାଲ ଭବାନୀ ଶଙ୍କର ଦାସଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଏହା ପୂର୍ବରୁ ସେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଥିଲେ।Body:GConclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.