ETV Bharat / city

ବିଧାନସଭା ଶୀତ ଅଧିବେଶନ: ଆରମ୍ଭରୁ ଅଚଳ - ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଶୋକ ପ୍ରସ୍ତାବ ପରେ ଆରମ୍ଭ ହେଲା ବିରୋଧୀଙ୍କ ହଟ୍ଟଗୋଳ । ପ୍ରଶ୍ନକାଳ ପ୍ରାରମ୍ଭ ହେଉହେଉ 3ଘଣ୍ଟା ଗୃହ ମୁଲତବୀ କଲେ ବାଚସ୍ପତି ।

ବିଧାନସଭା ଶୀତ ଅଧିବେଶନ; ଆରମ୍ଭରୁ ଅଚଳ
author img

By

Published : Nov 13, 2019, 12:46 PM IST

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନ ଆରମ୍ଭରୁ ହୋହଲ୍ଲା ହଟ୍ଟଗୋଳ। ଶୋକ ପ୍ରସ୍ତାବ ପରେ ପ୍ରଶ୍ନକାଳ ଚାଲିବା କଥା। ହେଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ହଠାତ ଉଠି ପ୍ରଶ୍ନକାଳ ବାତିଲ କରି ଆଲୋଚନା ପାଇଁ ଦାବି କରିଥିଲେ। ପ୍ରଶ୍ନ ଉତ୍ତର ବାତିଲ କରି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଦାବି କଲେ ବିରୋଧୀ ବିଜେପି ଓ କଂଗ୍ରେସ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶୋକ ପ୍ରସ୍ତାବ ପରେ ପରେ ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେପି ସଭ୍ୟ ପ୍ରତିବାଦ ଆରମ୍ଭ କରିଥିଲେ। ଫଳରେ ଗୃହ କାର୍ଯ୍ୟ ମାତ୍ର 18 ମିନିଟ ଚାଲିଥିଲା। ବିରୋଧୀ ନିଜ ଜିଦରେ ଅଟଳ ରହିବା ପରେ ଗୃହକୁ 3 ଟା ଯାଏଁ ମୁଲତବୀ କରିଥିଲେ ବାଚସ୍ପତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:ଭୁବନେଶ୍ୱର:ବିଧାନସଭା ଆରମ୍ଭରୁ ହୋହଲ୍ଲା ହଟ୍ଟଗୋଳ। ଶୋକ ପ୍ରସ୍ତାବ ପରେ ପ୍ରଶ୍ନକାଳ ଚାଲିବା କଥା। ହେଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ହଠାତ ଉଠି ପ୍ରଶ୍ନକାଳ ବାତିଲ କରି ଆଲୋଚନା ପାଇଁ ଦାବି କରିଥିଲେ। ପ୍ରଶ୍ନ ଉତ୍ତର ବାତିଲ କରି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଦାବି କଲେ ବିରୋଧୀ ବଜେପି ଓ କଂଗ୍ରେସ। ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବଜେପି ସଭ୍ୟ ପ୍ରତିବାଦ କରିଥିଲେ। ଫଳରେ ଗୃହ କାର୍ଯ୍ୟ ମାତ୍ର 18 ମିନିଟ ଚାଲିଥିଲା। ବିରୋଧୀ ନିଜ ଜିଦରେ ଅଟଳ ରହିବା ପରେ ଗୃହକୁ  3 ଟା ଯାଏ ମୁଲତବୀ କରିିିଥଲେ ବାଚସ୍ପତି।Body:KConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.