ETV Bharat / city

ଧାନ ତାତିରେ ଗୃହ ଅଚଳ, 16 ଥର ମୁଲତବୀ ହେଲା ଗୃହ

ଧାନ ତାତିରେ କମ୍ପିଲା ବିଧାନସଭା । କାର୍ଯ୍ୟ ଦିବସ ଆରମ୍ଭରୁ ଶେଷ ଯାଏଁ ସୋମବାର ଗୃହରେ ଲାଗି ରହିଥିଲା ଧାନ ତାତି ।

author img

By

Published : Feb 24, 2020, 8:31 PM IST

house adjourned for paddy issue
ଧାନ ତାତିରେ ଗୃହ ଅଚଳ

ଭୁବନେଶ୍ବର: ଧାନ ତାତିରେ କମ୍ପିଲା ବିଧାନସଭା । କାର୍ଯ୍ୟ ଦିବସ ଆରମ୍ଭରୁ ଶେଷ ଯାଏଁ ସୋମବାର ଗୃହରେ ଲାଗି ରହିଥିଲା ଧାନ ତାତି । ଶେଷ ଯାଏଁ ମଧ୍ୟ ସମାଧାନ ବାଟ ବାହାରିନଥିଲା । ଫଳରେ ମନ୍ତ୍ରୀ 5ଟି ଜିଲ୍ଲାର ବିଧାୟକଙ୍କ ବୈଠକ ଡାକିଲେ । କିନ୍ତୁ ସନ୍ତୋଷଜନକ ନଥିବା କହି ଗୃହରେ ହୋହଲ୍ଲା ଜାରି ରଖିଥିଲେ ବିରୋଧୀ ।

ଧାନ ତାତିରେ ଗୃହ ଅଚଳ

ଫଳରେ 16 ଥର ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ସେପଟେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଏହା ସରକାରଙ୍କ ବିଫଳତା କହିଥିବା ବେଳେ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.