ଭୁବନେଶ୍ବର: ରାଜ୍ୟରେ ଖୋଲିବ ହୋଟେଲ ଓ ରେସ୍ତୋରାଁ। ଏଥିସହିତ ଢାବା ବି ଖୋଲା ରହିବ। ତେବେ କେବଳ ପାର୍ସଲ ନେଇ ହେବ। ହୋଟେଲରେ କେବଳ ରହୁଥିବା ଅତିଥିଙ୍କ ପାଇଁ ଖାଇବା ବ୍ୟବସ୍ଥା ହୋଇଛି ।
ସେହିଭଳି ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଢାବା ଖୋଲିବ, ମାତ୍ର ସେଠାରେ ବସି ଖାଇ ହେବ ନାହିଁ। ଏନେଇ କୋଭିଡ ନିୟମ କଡାକଡି ପାଳନ ହେବ। ସ୍ବତନ୍ତ୍ର ରିଲିଫ କମିଶନର ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହାକୁ ଅଗଷ୍ଟ 4ରୁ ଲାଗୁ ହେବ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ