ETV Bharat / city

ରାଜଧାନୀର ହୁକ୍କାବାରରେ ଚଢାଉ, ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ - ଉପରି କିଚେନ ଆଣ୍ଡ କାଫେ ହୁକ୍କା ବାରରେ ଚଢାଉ

ରାଜଧାନୀ ଚନ୍ଦ୍ରଶେଖରପୁର ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଥିବା ଉପରି କିଚେନ ଆଣ୍ଡ କାଫେ ହୁକ୍କା ବାରରେ ଚଢାଉ । ପୋଲିସ ଉପନୀରିକ୍ଷକ, ଡ୍ରଗ୍ସ ୟୁନିଟ୍, ଅବକାରୀ ନୀରିକ୍ଷକ, ଫରେଷ୍ଟ ଡିପାର୍ଟମେଣ୍ଟ, ଖାଦ୍ୟ ସୁରକ୍ଷା ଅଧିକାରୀ ମିଳିତ ଭାବେ ଏହି ଚଢାଉ କରିଥିଲେ । ଚଢାଉ ବେଳେ ବାରରୁ ହୁକ୍କା ପାଇଁ ବ୍ୟବହୃତ ବିପୁଳ ପରିମାଣର ନିଶା ସେବନ ସାମଗ୍ରୀ ଜବତ ହୋଇଛି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 19, 2019, 5:24 PM IST

Updated : Sep 19, 2019, 6:34 PM IST

ଭୁବନେଶ୍ବର: ରାଜଧାନୀର ହୁକ୍କା ବାରରେ ଚଢାଉ । ଚନ୍ଦ୍ରଶେଖରପୁର ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଥିବା ଉପରି କିଚେନ ଆଣ୍ଡ କାଫେ ହୁକ୍କା ବାରରେ ଏହି ଚଢାଉ କରାଯାଇଛି । ପୋଲିସ ଉପନୀରିକ୍ଷକ, ଡ୍ରଗ୍ସ ୟୁନିଟ୍, ଅବକାରୀ ନୀରିକ୍ଷକ, ଫରେଷ୍ଟ ଡିପାର୍ଟମେଣ୍ଟ, ଖାଦ୍ୟ ସୁରକ୍ଷା ଅଧିକାରୀ ମିଳିତ ଭାବେ ଏହି ଚଢାଉ କରିଥିଲେ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଚଢାଉ ବେଳେ ବାରରୁ ହୁକ୍କା ପାଇଁ ବ୍ୟବହୃତ ବିପୁଳ ପରିମାଣର ନିଶା ସେବନ ସାମଗ୍ରୀ ଜବତ ହୋଇଛି । ଏଗୁଡିକର ମାନ ଯାଞ୍ଚ କରାଯାଉଥିବାବେଳେ ବାରର ଟ୍ରେଡ ଲାଇସେନ୍ସ ଅଛି ନାହିଁ ସେ ନେଇ ତଦନ୍ତ ହୋଇଛି । ଯଦି ଜବତ ସାମଗ୍ରୀରେ ନିକୋଟିନ୍ ଥିବା ଜଣାପଡେ ତେବେ ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ୍ରଗ୍ସ ଇନ୍ସପେକ୍ଟର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା ଓ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାଜଧାନୀର ହୁକା ବାରରେ ରେଡ,
ବିପୁଳ ପରିମାଣର ସାମଗ୍ରି ଜବତ
Body:
ରାଜଧାନୀର ହୁକା ବାରରେ ରେଡ।କମିସନରେଡ ପୋଲିସ ଡ୍ରଗ ୟୁନିଟ,ଏକ୍ସାଇଜ ଫରେଷ୍ଟ ଡିପାର୍ଟମେଣ୍ଟର ମିଳିତ ଚଢାଉ । ଚନ୍ଦ୍ରଶେଖରପୁର ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଥିବା ଉପରି କିଚେନ ଆଣ୍ଡ କାଫେ ହୁକା ବାରରେ ରେଡ କରିଛି ଟିମ। ରେଡ ବେଳେ ବହୁତ ବପରିମାଣର ହୁକା ସାମଗ୍ରି ଜବତ ହୋଇଛି। ତେବେ ଏନେଇ ଜବତ ହୁକାର ଯାଂଚ ପରେ ପରବର୍ତି କାର୍ଯାନୁଷ୍ଠାନ ନିଆଯିବ ବୋଲି ଡ୍ରଗ ଇନସ୍ପେକ୍ଟରଠୁ ସୁଚନା ମିଳିଛି। ତେବେ ଟ୍ରେଡ ଲାଇସେନ୍ସ ଅଛି କି ନାହିଁ । ବ୍ଯବହୃତ ହୁକାରେ ନିକୋଟିନ ପରିମାଣ କେତେ ରହିଛି ଆଦି ବିଭିନ୍ନ ଦିଗକୁ ନେଇ ଯାଂଚ ହୋଇଛି।Conclusion:
Last Updated : Sep 19, 2019, 6:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.